ଆମ ଆଖପାଖରେ ଯାହାବି ଘଟେ, ଯାହା ବି ବସ୍ତୁ ଅଛି ତା’ ମଧ୍ୟରେ କିଛି ନା କିଛି ବୈଜ୍ଞାନିକ କାରଣ ଲୁଚି ରହିଥାଏ, ଯେମିତି କି ପାଣି। ଏହା ଆମ ଦୈନନ୍ଦିନ ଜୀବନର ମହତ୍ୱପୂର୍ଣ୍ଣ ଅଂଶ ଅଟେ। ଏହା ବିନା ଜିଇଁବା ଅସମ୍ଭବ। ପୃଥିବୀରେ ୩୨୬ ମିଲିୟନ ଟ୍ରିଲିୟନ୍ ଗ୍ୟାଲନ ପାଣି ମହଜୁଦ ଅଛି। ଯାହା ମଧ୍ୟରେ ୯୭ ପ୍ରତିଶତ ପାଣି ସମୁଦ୍ରରେ ଅଛି। ତେଣୁ ଏହାକୁ ପିଇବା ଲାଗି ବ୍ୟବହାର କରିହୁଏନା। ଦୁଇ ପ୍ରତିଶତ ଜଳ ହିମବାହ ଓ ଆଇସ୍କ୍ୟାପ୍ ଭାବେ ଅଛି। ତେଣୁ କେବଳ ୧ ପ୍ରତିଶତ ଜଳ ହିଁ ପିଇବା ଯୋଗ୍ୟ। ସେହି ପାଣିକୁ ଆମେ ପିଇବା ସହ ଗାଧୋଇବା, ବାସନକୁସନ, ଲୁଗାପଟା ସଫା ଭଳି ନାନା ପ୍ରକାରର କାମରେ ବ୍ୟବହାର କରିଥାଉ। ହେଲେ କେବେ ଭାବିଛନ୍ତି ପାଣି ଓଦା କାହିଁକି? ଅର୍ଥାତ୍ ଏହା ସଂସ୍ପର୍ଶରେ ଆସିଲେ ଓଦା ଅନୁଭୂତ ହୁଏ କାହିଁକି? ଏହାର ଉତ୍ତର ହେଉଛି – ପାଣି ହାଇଡ୍ରୋଜେନ୍ର ଦୁଇଟି ପରମାଣୁ ଓ ଅକ୍ସିଜେନ୍ର ଗୋଟିଏ ପରମାଣୁ ସହ ମିଶି ତିଆରି ହୋଇଛି। ପାଣିରେ ଥିବା ଅକ୍ସିଜେନ ବା ଅମ୍ଳଜାନରେ ଆର୍ଦ୍ରତା ଥାଏ। ଏହି ଅମ୍ଳଜାନ ପାଇଁ ହିଁ ପାଣିକୁ ହାତରେ ଧରିଲେ ଓଦା ଅନୁଭୂତ ହୁଏ। କିନ୍ତୁ ପ୍ରକୃତରେ ପାଣି ଓଦା ନୁହେଁ। ବରଂ ଏହା କଠିନ ବସ୍ତୁକୁ ଓଦା କରିଥାଏ। ଆର୍ଦ୍ରତା ହେଉଛି ତରଳ ପାଣିର କଠିନ ବସ୍ତୁର ପୃଷ୍ଠଭାଗରେ ଲାଖି ରହିବାର କ୍ଷମତା। ତେଣୁ ଆମେ ଯେବେ କୌଣସି ଜିନିଷକୁ ଓଦା ବୋଲି କହୁ ତା’ର ଅର୍ଥ ହେଉଛି ତରଳ ପଦାର୍ଥ ବା ପାଣି ସେହି ବସ୍ତୁର ପୃଷ୍ଠ ଭାଗରେ ଲାଖି ରହିଛି।
Posted inHome, Home Left, ଜୀବନଚର୍ଯ୍ୟା View All
୨୦୨ ରନ୍ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍ରେ ଆରସିବିର ନୂଆ ରେକର୍ଡ
ବେଙ୍ଗାଲୁର,୨୮।୩: ଆଇପିଏଲ୍ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…
ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ
ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…
ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!
ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…
ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ସସ୍ପେଣ୍ଡ
ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍ପେଣ୍ଡ କରାଯାଇଥିବା ଏସ୍ପି ଶନିବାର…
ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ
ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…
ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ
ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…
ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…
କବାଡ଼ି ପ୍ରିମିୟର ଲିଗ୍ ସିଜନ-୨ ଆରମ୍ଭ
ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍ଘାଟିତ ହୋଇଯାଇଛି। ଜିଲା…
Archives

