ସୋନାକ୍ଷୀଙ୍କ ପୂର୍ବରୁ ଅନେକଙ୍କୁ ଡେଟ୍‌ କରିଛନ୍ତି ତାଙ୍କ ପ୍ରେମିକ, ସଲମାନଙ୍କ ଭଉଣୀଙ୍କ ସହ…

ବମ୍ବେ: ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ସୋନାକ୍ଷୀ ସିନ୍ହା। କିଛି ଦିନ ତଳେ ସୋସିଆଲ ମିଡିଆରେ ସେ କିଛି ପୋଷ୍ଟ କରିଥିଲେ। ସେବେଠାରୁ ସେ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ସବୁଥିରେ ବିରାମ ଲାଗିଛି। କାରଣ ସୋସିଆଲ ମିଡିଆରେ ସେ ଆଉ ତାଙ୍କ ପାର୍ଟନର ଖୋଲାଖୋଲି ଭାବେ ପ୍ରେମକୁ ସ୍ବୀକାର କରିଛନ୍ତି। ଜାହିର ଇକ୍‌ବାଲ ସୋନାକ୍ଷୀଙ୍କୁ ‘ଆଇ ଲଭ୍‌ ୟୁ’ କହିଥିବା ବେଳେ ଜବାବରେ ଅଭିନେତ୍ରୀ ‘ଲଭ୍‌ ୟୁ ଠୁ’ ବୋଲି କହିଛନ୍ତି। ସେବେଠାରୁ ଜାହିର କିଏ ସେନେଇ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

୧୯୮୮ ଡିସେମ୍ବର ୧୦ରେ ମୁମ୍ବାଇରେ ଜାହିରଙ୍କ ଜନ୍ମ। ତାଙ୍କ ବୟସ ୩୪ ବର୍ଷ। ସେ ସଲମାନ ଖାନଙ୍କ ବନ୍ଧୁ ଇକବାଲ ରତନସୀଙ୍କ ପୁଅ ସେ। ଏହାଛଡ଼ା ସେ ବି-ଟାଉନ୍‌ର ଲୋକପ୍ରିୟ ସେଲିବ୍ରିଟି ଷ୍ଟାଇଲିଷ୍ଟ ସନମ ରତନସୀଙ୍କ ଭାଇ। ପାରିବାରିକ ସମ୍ପର୍କ କାରଣରୁ ସଲମାନ ଜାହିରଙ୍କୁ ଅଭିନେତା ହେବାରେ ସାହାଯ୍ୟ କରିଥିଲେ। ସେ ୨୦୧୯ରେ ଫିଲ୍ମ ‘ନୋଟବୁକ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ସୋହେଲ ଖାଁ ସହ ମଧ୍ୟ କାମ କରିଛନ୍ତି। ଏହାଛଡ଼ା ସେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସହ ଗୋଟିଏ ସ୍କୁଲରେ ପଢ଼ୁଥିଲେ ମଧ୍ୟ। ଖୁବ୍‌ଶୀଘ୍ର ସେ ‘କମାଲ ଖାଁ:ଭୁମରୋ, ଡବଲ ଏକ୍ସଏଲ୍‌’ରେ ନଜର ଆସିବେ।

ବ୍ୟକ୍ତିଗତ ଜୀବନ ଦେଖିଲେ ଜାହିରଙ୍କ ନାମ ସୋନାକ୍ଷୀଙ୍କ ବ୍ୟତିତ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି। ୨୦୧୪ରେ ସେ ‘ହମ୍‌ ଦିଓ୍ବାନା ଦିଲ୍‌’ ଫେମ୍‌ ଦିକ୍ଷା ସେଠଙ୍କୁ ଡେଟ୍‌ କରିଥିଲେ। ତାଙ୍କଛଡ଼ା ସେ ସନା ସଇଦଙ୍କ ସହ କିଛି ଦିନ ମଧ୍ୟ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri