Categories: Video

ସାନ୍ତା କିଏ ?

ଆଜି ଖ୍ରୀଷ୍ଟମାସ୍ । ଇଂରାଜୀ ନବବର୍ଷର ଠିକ୍ ସପ୍ତାହକ ପୂର୍ବରୁ ଏହି ତାରିଖରେ ସାରା ବିଶ୍ୱରେ ବଡଦିନ ପର୍ବ ବେଶ୍ ଜାକଜକମରେ ପାଳିତ ହୋଇଥାଏ । ଏହିଠାରୁ ଆରମ୍ଭ ହୋଇଯାଏ ନୂଆବର୍ଷର ସେଲିବ୍ରେସନ୍ । ଶୀତଋତୁର ପ୍ରଭାବରେ ଛୋଟ ହୋଇ ଯାଇଥିବା ଦିନ ଧୀରେ ଧୀରେ ବଡ ହେବା ଆରମ୍ଭ କରେ । ଚାଲନ୍ତୁ ଜାଣିବା ବଡଦିନ କାହିଁକି ପାଳନ କରାଯାଏ ଏବଂ ବଡଠାରୁ ସାନ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ସାନ୍ତାକ୍ଲଜ୍‌ଙ୍କ ବିଷୟରେ ।