Categories: ଫୁରସତ

ଆସନ୍ତା ସପ୍ତାହରେ ଦୃଶ୍ୟମାନ ହେବ ସବୁଠୁ ବଡ଼ ସୂର୍ଯ୍ୟ, ଏହି ୪ ରାଶିର ଆସିବ ଭଲ ସମୟ

ଜାନୁଆରୀର ନୂଆ ସପ୍ତାହ ଆରମ୍ଭ ହୋଇଯାଇଛି। ଏହା ୧୩ ରୁ ୧୯ ଜାନୁଆରୀ ରହିବ। ଏହି ସପ୍ତାହରେ ମକର ସଂକ୍ରାନ୍ତି ମଧ୍ୟ ରହୁଛି। ନୂଆ ସପ୍ତାହରେ ବର୍ଷର ସବୁଠୁ ବଡ଼ ସୂର୍ଯ୍ୟ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି। ଜୋତିଷ୍ୟମାନଙ୍କ କହିବା ଅନୁସାରେ ଏହି ସପ୍ତାହରେ ଚାରି ରାଶିଙ୍କର ଲାଭ ହେବାକୁ ଯାଉଛି।

ମେଷ: ଧାନ ଲାଭ ଯୋଗ ରହିଛି। ଅନେକ ଶୁଭ ସୂଚନା ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ସମ୍ପର୍କରେ ସମସ୍ୟା ରହିବ ନାହିଁ। କାମରେ ପ୍ରତିବନ୍ଧକ ହଟିବ।

ମେଷ: କ୍ୟାରିୟରରେ ବଡ଼ ସଫଳତା ମିଳିବାର ସଂକେତ ମିଳିବ। ପାରିବାରିକ ସମସ୍ୟା ସମାଧାନ ହେବ। ଧାନ ସମ୍ପତ୍ତି ପ୍ରାପ୍ତି ହେବ। ଅଫିସ ବିବାଦରୁ ଦୁରେଇ ରୁହନ୍ତୁ।

ସିଂହ: ଘର-ପରିବାର ଜଡିତ ସମସ୍ୟା ସମାଧାନ ହେବ। ଟଙ୍କା ଆଗମନ ହେବ। ସନ୍ତାନଙ୍କର ଉନ୍ନତି ହେବ। ବୈବାହିକ ଜୀବନରେ ସୁଧାର ଆସିବ।

ଧନୁ: ଆର୍ଥିକ ସ୍ଥିତି ଭଲ ରହିବ। ଆକସ୍ମିକ ଭାବେ ଧାନ ପ୍ରାପ୍ତି ହେବ। ବ୍ୟର୍ଥ ଚିନ୍ତାରୁ ଦୁରେଇ ରୁହନ୍ତୁ। ବିବାହ ଠିକ ହୋଇପାରେ। ଯାତ୍ରାର ଯୋଗ ରହିଛି।

Share
Tags: rashifala