Categories: Video

ପାଣିରେ ଉଡିବ ସାଟେଲାଇଟ୍

ନାସା ପକ୍ଷରୁ ଏମିତି ଏକ ସାଟେଲାଇଟ୍ ଏବେ ନିର୍ମାଣ କରିବାକୁ ଯୋଜନା ହେଉଛି , ଯେଉଁ ସାଟେଲାଇଟ୍ ଉଡିବା ପାଇଁ ଇନ୍ଧନ ଭାବେ ପାଣିକୁ ବ୍ୟବହାର କରାଯିବ। ନାସା ପକ୍ଷରୁ କରାଯାଉଥିବା ଏହି ପ୍ରଚେଷ୍ଟା ଯଦି ସଫଳ ହୁଏ ତେବେ ଇନ୍ଧନ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ସଞ୍ଚୟ ହୋଇପାରିବ। ଏହି ସାଟେଲାଇଟ୍‌ର ଲଞ୍ଚ୍ ଫାଲକନ ୯ ରକେଟ୍‌କୁ ଫ୍ଲୋରିଡା , ସ୍ପେସ୍ ଷ୍ଟେସନରୁ ଲଞ୍ଚ କରାଯିବା ପାଇଁ ଯୋଜନା ରହିଛି।