Posted inଫୁରସତ

ଖ୍ରୀଷ୍ଟମାସ ଗିଫ୍ଟ ଦେବାକୁ ଚାହୁଁଛନ୍ତି କି? ତା’ ହେଲେ…

ଖ୍ରୀଷ୍ଟମାସ ଅବସରରେ ବନ୍ଧୁ ହୁଅନ୍ତୁ ଅବା କୌଣସି ସମ୍ପର୍କୀୟଙ୍କୁ ଯଦି କମ୍‌ ବଜେଟରେ କିଛି ଆକର୍ଷଣୀୟ ଉପହାର ଦେବାକୁ ଚାହୁଁଥାନ୍ତି, ତା’ହେଲେ ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ଆପଣେଇ ପାରିବେ-

*ନିଜ ହାତରେ ଏକ ସୁନ୍ଦର ଖ୍ରୀଷ୍ଟମାସ ଗ୍ରିଟିଙ୍ଗ୍ସ କାର୍ଡ କରି ନିଜ ପ୍ରିୟଜନଙ୍କୁ ଦିଅନ୍ତୁ ନା, ଦେଖିବେ ଏହା କେମିତି ତାଙ୍କ ମୁହଁରେ ହସ ଫୁଟାଇଦେବ।

* ଚକୋଲେଟ୍‌ ବି ଏହି ବିଶେଷ ମୁହୂର୍ତ୍ତରେ ଦେବା ପାଇଁ ଏକ ଭଲ ଗିଫ୍ଟ ହୋଇପାରେ।

*ମେରି ଖ୍ରୀଷ୍ଟମାସ ପ୍ରିଣ୍ଟ ହୋଇଥିବା କୌଣସି କଫି ମଗ୍‌କୁ ଆପଣ ଚାହିଁଲେ ନିଜ ପ୍ରିୟଜନଙ୍କୁ ଦେଇ ଏହି ବିଶେଷ ଅବସରକୁ ଆହୁରି ସୁନ୍ଦର କରିପାରିବେ।

*ନାଚୁଥିବା କିମ୍ବା ଗୀତ ଗାଉଥିବା ଖେଳଣା ସାନ୍ତାକୁ ଏହି ଅବସରରେ ଛୋଟ ପିଲାଙ୍କୁ ଉପହାର ଦେଲେ ସେମାନେ ବହୁତ ଖୁସି ହୋଇଯାନ୍ତି। କେବଳ ଛୁଆ କାହିଁକି ଆପଣ ଚାହିଁଲେ ନିଜ ପ୍ରିୟଜନଙ୍କୁ ବି ଏହି ଉପହାର ଦେଇ ତାଙ୍କ ମୁହଁରେ ହସ ଫୁଟାଇପାରିବେ।

*ଆର୍ଟିଫିସିଆଲ୍‌ ଖ୍ରୀଷ୍ଟମାସ ଟ୍ରି ବି ଏଥିପାଇଁ ଏକ ସୁନ୍ଦର ବିକଳ୍ପ ହୋଇପାରେ।

*ଆଉ ସବୁଠୁ ଭଲ ଅପ୍ସନ ହେଲା ଖ୍ରୀଷ୍ଟମାସ କେକ୍‌। ଏହା ମୁହଁ ମିଠା କରିବା ସହ ସମ୍ପର୍କରେ ନିବିଡ଼ତା ଆଣିଥାଏ।

*ଯେହେତୁ ଏବେ ବି କରୋନା ମହାମାରୀକୁ ନେଇ ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ଭୟ କମି ନାହିଁ, ତେଣୁ ଆପଣ ନିଜ ପ୍ରିୟଜନଙ୍କୁ ସୁରକ୍ଷିତ ରହିବା ପାଇଁ ସାନିଟାଇଜର୍‌ କିମ୍ବା ମାସ୍କ ବି ଗିଫ୍ଟ ଆକାରରେ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri