Categories: Video

ଶୀତରେ ବୁଲନ୍ତୁ ଦାରିଙ୍ଗବାଡିର କଫି ବଗିଚା, ହିଲଭିୟୁ ପାର୍କ || Daringbadi

ଖସୁଛି ପାରଦ, ବଢୁଛି ଶୀତ । ଶୀତୁଆ ସକାଳ ସାଙ୍ଗକୁ ପର୍ଯ୍ୟଟକଙ୍କୁ ହାତ ଠାରୁ ଡାକୁଛି ପ୍ରକୃତି ରାଣୀ । ବଣ ପାହାଡ ଭରା ପରିବେଶ ସାଙ୍ଗକୁ ଗହଳି ପୂର୍ଣ୍ଣ ଲାଇଫ ଠାରୁ ଟିକେ ଦୂରକୁ ଯାଇ ମନକୁ ହାଲକା କରିବାକୁ ସଭିଁଙ୍କ ମନ ରହିଥାଏ ।