ଖୁସି ଖବର: କରୋନାକୁ ଧ୍ୱଂସ କରିବ ଏହି ସୂକ୍ଷ୍ମ ଜୀବ, ବୈଜ୍ଞାନିକ କଲେ ସ୍ପଷ୍ଟ

ମାଡ୍ରିଡ୍‌,୨୪ା୯: କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ୱବାସୀଙ୍କୁ ଚିନ୍ତାରେ ପଡ଼ିଛନ୍ତି। ଏହା ଏମିତି ଏକ ଭାଇରସ୍‌ ଯାହା ପ୍ରାଣଘାତକ ଭାବେ ଉଭା ହୋଇଛି। ଏହି ଭାରଇସ୍‌ କେବେ ଧ୍ୱଂସ ପାଇବ ସେନେଇ ଲୋକେ ଆଶା ଆଶଙ୍କାରେ ରହିଛନ୍ତି। କାରଣ ଏହି ଭାଇରସ୍‌କୁ ଅନ୍ୟ କୌଣସି ଜୀବ ଖାଆନ୍ତି ନାହିଁ। ମାତ୍ର ବୈଜ୍ଞାନିକମାନେ ସମୁଦ୍ର ମଧ୍ୟରୁ ଏମିତି ଏକ ସୂକ୍ଷ୍ମ ଜୀବର ସନ୍ଧାନ ପାଇଛନ୍ତି, ଯାହା ଯେକୌଣସି ପ୍ରକାର ଭାଇରସ୍‌କୁ ଖାଇ ଧ୍ୱଂସ କରିଦେବ। ଏହା ବିଶ୍ୱର ପ୍ରଥମ ଜୀବ। ବୈଜ୍ଞନିକମାନେ ଅନେକ ଯାଞ୍ଚ କରିବା ପରେ ଏହି କଥା ସ୍ପଷ୍ଟ କରିଛନ୍ତି।
ଏହି ସୂକ୍ଷ୍ମ ଜୀବ ସ୍ପେନ୍‌ର କାଟାଲୋନିୟା ନିକଟରୁ ମିଳିଛି। ଏହା ଉପରେ ବୈଜ୍ଞାନିକମାନେ ଆହୁରି ଗବେଷଣା ଜାରି ରଖିଛନ୍ତି। ଏଥିରୁ ଦୁଇ ପ୍ରକାର ସମୂହ ବାହାରିଛି। ଯାହାକୁ ଚାନୋଜାନ୍‌ସ ଏବଂ ପିକୋଜାନ୍ସ କୁହାଯାଉଛି। କାରଣ ଏମାନଙ୍କ ଡିଏନ୍‌ଏରେ ସାଧାରଣ ପାର୍ଥକ୍ୟ ରହିଛି।


ବିଗ୍ଲୋ ଲାବୋରେଟୋରୀ ଫର୍‌ ଓସେନ୍‌ ସାଇନ୍ସର ଗବେଷକ ଜୁଲିଆ ବ୍ରାଉନ୍‌ କହିଛନ୍ତି ଯେ, ଏହି ଭାଇରସ୍‌ମାନଙ୍କର ଅନ୍ୟ କୌଣସି ପ୍ରାଣୀଙ୍କ ଡିଏନ୍‌ଏ ସହ ମେଳ ଖାଉନାହିଁ। ଜୀବାଣୁ ଯାହା ମଣିଷ, ପଶୁପକ୍ଷୀ ଏବଂ ଉଦ୍ଭିଦକୁ ଧ୍ୱଂସ କରିଦିଏ। ବର୍ତ୍ତମାନ ସେମାନେ ଏହିପରି ଏକ ଜୀବ ପାଇଛନ୍ତି ଯାହା କରୋନା ଭାଇରସ୍‌କୁ ଖାଇ ଶେଷ କରିଦେବ।


ଜୁଲିଆ ବ୍ରାଉନ୍‌ ଗଲ୍ଫ ଅଫ୍‌ ମ୍ୟାନର ୧୭୦୦ ପ୍ରୋଟିଷ୍ଟସ୍‌ ଉପରେ ଅଧ୍ୟୟନ କରିଥିଲେ। ଏଥିରୁ ୧୦ଟି ଭିନ୍ନ ଭିନ୍ନ ଗୋଷ୍ଠୀ ଅନ୍ତର୍ଭୁକ୍ତ କରିଥିଲେ। ପରେ ସେମାନଙ୍କର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା। ଏଥିରୁ ଜାଣିବାକୁ ମିଳିଥିଲା ଯେ, ଗଲ୍ଫ ଅଫ୍‌ ମ୍ୟାନ୍‌ରୁ ବାହାର କରାଯାଇଥିବା ୫୧ ପ୍ରତିଶତ ବିରୋଧୀ ଭୂତାଣୁ। ଭୂମଧ୍ୟସାଗରରୁ ନିର୍ଗତ ହେଉଥିବା ୩୫ ପ୍ରତିଶତ ମାଇକ୍ରୋଅର୍ଗାନ୍ସ ବ୍ୟାକ୍ଟେରିଆ ରୂପରେ ଭାଇରସ୍‌କୁ ଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri