Viral-Video: ୧୬ ଦିନ ଧରି କଞ୍ଚା ଚିକେନ ଖାଉଛନ୍ତି ବ୍ୟକ୍ତି, କାରଣ ଜାଣନ୍ତୁ…

ଦୁନିଆରେ ଅଜବ କାର୍ଯ୍ୟ କରୁଥିବା ଲୋକମାନଙ୍କର ଅଭାବ ନାହିଁ। ବେଳେବେଳେ ପରୀକ୍ଷଣ କରିବାକୁ ଏବଂ ବେଳେବେଳେ ପ୍ରସିଦ୍ଧ ହେବାକୁ, ଲୋକମାନେ ଏପରି କିଛି କରିବା ଆରମ୍ଭ କରନ୍ତି ଯାହାକୁ କୌଣସି ପ୍ରକାରେ ସାଧାରଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ। ଜଣେ ବ୍ୟକ୍ତି ଏବେ ଏଭଳି କରୁଛନ୍ତି। ସେ ଗତ ୧୭ ଦିନ ଧରି କଞ୍ଚା ଚିକେନ ଖାଉଛନ୍ତି। ସେ କହିଛନ୍ତି ପେଟରେ ଯନ୍ତ୍ରଣା ନ ହେବା କିମ୍ବା ଅସୁସ୍ଥ ନ ହେବା ପର୍ଯ୍ୟନ୍ତ ସେ କଞ୍ଚା ଚିକେନ ଖାଇବାର ଏହି ପରୀକ୍ଷଣ ଜାରି ରଖିବେ।

ଏକ ରିପୋର୍ଟରେ କୁହାଯାଇଛି ଏହି ବ୍ୟକ୍ତିଙ୍କ ନାମ ଜନ। କେବଳ ଏତିକି ନୁହେଁ, ସେ ଇନଷ୍ଟାଗ୍ରାମରେ କଞ୍ଚା ଚିକେନ ଖାଇବାର ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି। ସେ ଏହାର ନାମ ରଖିଛନ୍ତି ‘କଞ୍ଚା ଚିକେନ ପରୀକ୍ଷଣ’। ଭିଡିଓରେ ସେ କଞ୍ଚା ଚିକେନ ସହିତ ଜୁସ୍‌ ପିଇବା ସହିତ କଞ୍ଚା ଅଣ୍ଡା ଖାଉଥିବା ନଜର ଆସିଛନ୍ତି।

ବ୍ୟକ୍ତି ଜଣକ କହିଛନ୍ତି କ ସେ କିଛି ନୂଆ ଏବଂ ଅଲଗା କରିବାକୁ ପସନ୍ଦ କରନ୍ତି । ଯେତେବେଳେ ଲୋକମାନେ ତାଙ୍କୁ କୌଣସି କାମ ନ କରିବାକୁ କୁହନ୍ତି, ସେହି କାମ ପ୍ରତି ତାଙ୍କର ଆଗ୍ରହ ବଢ଼ିଯାଇଥାଏ। ୧୭ତମ ଦିନରେ କରାଯାଇଥିବା ପୋଷ୍ଟରେ ସେ ତାଙ୍କ ମତକୁ ହାସ୍ୟାସ୍ପଦ କହୁଥିବାର ନଜର ଆସିଛନ୍ତି।

ବ୍ୟକ୍ତି କହିଛନ୍ତି ପରୀକ୍ଷଣର ୧୭ ତମ ଦିନରେ ପହଞ୍ଚିବା ହେଉଛି ପାଗଳାମି। ଏପର୍ଯ୍ୟନ୍ତ ମୋର ସମସ୍ତ ମଳ ଠିକ ହେଉଛି। ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହିଁ।

ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଜନ ଲେଖିଛନ୍ତି, ମୁଁ ଆଜି ସମୁଦ୍ର କୂଳରେ ବୁଲିବା ସମୟରେ ମୋର ଭୋଜନ କରିବାକୁ ନିଷ୍ପତ୍ତି ନେଇଛି। ସୋସିଆଲ ମିଡିଆ ୟୁଜରମାନେ ଏହି ଆଚରଣ ଏବଂ ଅଦ୍ଭୁତ ଚ୍ୟାଲେଞ୍ଜର ଭିଡିଓ ଉପରେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri