ବାଲେଶ୍ୱର,୨୦।୯(ବାଞ୍ଛାନିଧି ଦେ): ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲା ଅନନ୍ତପୁର ଫାଣ୍ଡି ASI ।୫ ହଜାର ଲାଞ୍ଚ ନେବାବେଳେ ASI ହୃଷିକେଶ ବିଶ୍ବାଳ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଦୁର୍ଘଟଣା ଘଟାଇଥିବା ବାଇକ ରିଲିଜ କରିବାକୁ ଲାଞ୍ଚ ନେଉଥିଲା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ।


