Categories: Video

ଟିକା ନେଲେ ୧୮ରୁ ୪୪ ବର୍ଷୀୟ

ଆଜିଠୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟିକାକରଣ । ଭାରତ ବାୟୋଟେକ ଠାରୁ ଦେଢ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ଆସିବା ପରେ ଭୁବନେଶ୍ୱରରେ ଟିକାକରଣ କରାଯାଉଛି । କିଭଳି ଚାଲିଛି ଟିକାକରଣ ଦେଖିବା ଗ୍ରାଉଣ୍ଡ ଜିରୋ ରିପୋର୍ଟ