କାଠରେ ତିଆରି ହୋଇଛି ପୁରା ସହର, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଷ୍ଟକହୋମ,୨୫।୧୧: ମଣିଷ ନିଜ ଆବଶ୍ୟକତା ଅନୁଯାୟୀ ପୃଥିବୀରେ ଅନେକ ସୁନ୍ଦର ସହର ଏବଂ କୋଠା ନିର୍ମାଣ କରିଛି। ଏହାର ବଡ ଉଦାହରଣ ହେଉଛି ଦୁନିଆରେ ଅନେକ ଗଗନଚୁମ୍ବୀ ଏବଂ ଚମକପ୍ରଦ ସହର। ଏହାକୁ ଦେଖିବା ପରେ ଯେ କାହାର ବି ଆଖି ଲାଖିଯିବ।

ଆଜି ଯାଏଁ କାଠରେ ନିର୍ମିତ ବିଭିନ୍ନ ଆସବାବପତ୍ର ଓ ବିଭିନ୍ନ ଜିନିଷ ଦେଖିଥିବେ। କେବେ କାଠରେ ତିଆରି ସହର ଦେଖିଛନ୍ତି। ସ୍ବିଡେନର ରାଜଧାନୀ ଷ୍ଟକହୋମରେ ବିଶ୍ୱର ପ୍ରଥମ କାଠର ସହର ନିର୍ମାଣ କରାଯାଉଛି। ଏହି ନିର୍ମାଣ ପଛରେ ଡେନମାର୍କ ଷ୍ଟୁଡିଓ ହେନିଙ୍ଗ ଲାରସେନ ଏବଂ ସୱିଡେନ ଫାର୍ମ ହ୍ବାଇଟ ଆର୍କିଟେକଟରଙ୍କର ହାତ ରହିଛି। ଏହା ବିଶ୍ୱର ବୃହତ୍ତମ କାଠ ସହର ହେବ ବୋଲି ସେ ଦାବି ମଧ୍ୟ କରିଛନ୍ତି।

ଏନେଇ ଠିକାଦାର ଅଟ୍ରିୟମ ଲୁଜବର୍ଗ କହିଛନ୍ତ, ଷ୍ଟକହୋମର ଦକ୍ଷିଣ-ପୂର୍ବରେ ନିର୍ମାଣ ହେବାକୁଥିବା ଏହି ସହର ୨୫୦,୦୦୦ବର୍ଗ କିଲୋମିଟର ଯାଗା ଦଖଲ କରିବ। ଏଥିରେ ୭ହଜାର କାର୍ଯ୍ୟାଳୟ ଏବଂ ୨ହଜାର ଘର ନିର୍ମାଣ ହେବ।
ସହର ନିର୍ମାଣ ପାଇଁ ୪ଶହରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛନ୍ତି। କାଠର ସହର ନିର୍ମାଣ କରିବାକୁ ନେଇ ଆର୍କିଟେକଟରମାନେ କହିଛନ୍ତି, ଷ୍ଟିଲ ଅପେକ୍ଷା କାଠ ବହୁତ ଧୀରେ ଜଳିଯାଏ, ଯାହା ଲିଭାଇବା ସହଜ ଅଟେ। ତେଣୁ ଏହା ଅଧିକ ସୁରକ୍ଷିତ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri