Categories: Video

ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ | Union Budget 2022 Highlights

ସଂସଦରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ସାଧାରଣ ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆର୍ଥିକ ବର୍ଷ ପାଇଁ ମୋଟ ୩୯.୪୫କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏହା ଗତବର୍ଷ ତୁଳନାରେ ୧୪% ଅଧିକ।