ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍‌ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା

ଓ୍ବାଶିଂଟନ୍‌,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ କ୍ୟାନସଲ କରିଦେଇଥା’ନ୍ତି। ଯାହାଯୋଗୁ ପୁଣି ବୁକିଂ ବେଳେ ଆପଣଙ୍କୁ ବେଳେବେଳେ ଫାଇନ୍‌ ବି ଭରିବାକୁ ପଡିଥାଏ।
କିନ୍ତୁ ଉବରର ଜଣେ ଡ୍ରାଇଭର ରାଇଡ କ୍ୟାନସଲ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା? ୭୦ବର୍ଷିୟ ଆମେରିକୀୟ ଉବର ଡ୍ରାଇଭର ଅନେକ ରାଇଡ କ୍ୟାନସଲ କରି ଓ ୧୦ପ୍ରତିଶତରୁ ଅଧିକ ରାଇଡ କନର୍ଫମ କରି ବର୍ଷକୁ ୨୮ହଜାର ଡଲାର(୨୩ଲକ୍ଷରୁ ଅଧିକ) ଟଙ୍କା ରୋଜଗାର କରିଛନ୍ତି।
ଏ ସମ୍ପର୍କରେ ଡ୍ରାଇଭର ଜଣକ କହିଛନ୍ତି ଯେ, ସେ କମ୍ପାନୀ ପଲିସିର ଫାଇଦା ଉଠାଇଛନ୍ତି। ଦକ୍ଷିଣ କେରୋଲିନରେ ରହୁଥିବା ବିଲ ନାମକ ଡ୍ରାଇଭର ଏପରି ମାଲମାଲ ହୋଇଛନ୍ତି। ୨୦୨୨ରେ ସେ ୩୦ପ୍ରତିଶତ ରାଇଡ କ୍ୟାନସଲ ଓ ୧୦ପ୍ରତିଶତରୁ କମ୍‌ ରାଇଡ ରିକ୍ୟେଷ୍ଟ ଗ୍ରହଣ କରିଛନ୍ତି। ବର୍ଷକୁ ସେ ମୋଟ ୧୫୦୦ଯାତ୍ରା କରିଛନ୍ତି। ତେବେ ଉବର ବ୍ୟତୀତ ଅଧିକ ଯଙ୍କା ରୋଜଗାର ପାଇଁ ସେ ରାଇଡ ହେଲିଂ ପ୍ଲାଟଫର୍ମରେ ପାର୍ଟ ଟାଇମ୍‌ କାମ କରିବା ଆରମ୍ଭ କଲେ। ଯେତେବେଳେ ଯାଏଁ ସର୍ଜ ପ୍ରାଇସଂରେ କୌଣସି ବୃଦ୍ଧି ଦେଖା ନ ଯାଏ ବିଲ କୌଣସି ରାଇଡ କନଫର୍ମ କରନ୍ତି ନାହିଁ। ତେବେ ତାଙ୍କ କୌଶଳନୁସାରେ ଶୁକ୍ରବାର, ଶନିବାର ରାତି ୧୦ଟାରୁ ସାଢେ ୨ପର୍ଯ୍ୟନ୍ତ ଏୟାରପୋର୍ଟ ଓ ବାର୍‌ ପରି ସ୍ଥାନରେ ଆଡ୍ଡା ଜମାଇ ବସିଥା’ନ୍ତି। ପ୍ଲେନ ଲ୍ୟାଣ୍ଡିଂ ସମୟରେ ପାସେଞ୍ଜର ଗାଡି ବୁକିଂ କରିଥାନ୍ତି। ଏହି ସମୟରେ ସର୍ଜ ପ୍ରାଇସଂରେ ବୃଦ୍ଧି ଦେଖିବାକୁ ମିଳିଥାଏ।
ବିଲ୍‌ କହିଛନ୍ତି, ଏହି ସମୟରେ ୨୦ମିନିଟ୍‌ର ରାଇଡ ୧୦ଡଲାରରୁ ବଢି ୫୦ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri