ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୧ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା ଅଞ୍ଚଳର ଅଶୋକ କୁମାର ସେଠୀ ( ୪୫) କୌଣସି କାମ ନେଇ ନିଜ ମୋଟର ସାଇକେଲରେ ଶୁକ୍ରବାର ପୂର୍ବାହ୍ନରେ ଭଦ୍ରକ ଯାଉଥିଲେ। ୧୬ ନଂ ଜାତୀୟ ରାଜପଥ ବିଷ୍ଣୁପୁର ଛକ ଓଭର ବ୍ରିଜ୍‌ ବାଇପାସ୍‌ ନିକଟରେ ପଛ ପଟରୁ ଆସୁଥିବା ୧୬ ଚକିଆ ବଡ଼ ଟ୍ରକ୍‌ ( ଗାଡି ନଂ-ଓଡି ୩୪ ଭି ୬୦୭୦) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକଚାଳକ ଟ୍ରକ୍‌ ଚକାତଳେ ଚାପି ହେବା ସହ ଘଟଣାସ୍ଥଳରେ ମୃତ୍ୟୁ ହେବା ନେଇ ସୂଚନା ମିଳିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ଟ୍ରକ୍‌କୁ ରଖିଥିଲେ। ସୂଚନା ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମ୍ୟାଚରେ ଫେଲ୍‌ ମାରିଲେ ବୈଭବ, ଛକା-ଚୌକା ବର୍ଷା କଲେ ସୂର୍ଯ୍ୟକୁମାର, ଫ୍ୟାନ୍ସ ତାଜୁବ

ନୂଆଦିଲ୍ଲୀ,୧୪।୧୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ଧମାକାଦାର ଆରମ୍ଭ ହୋଇଛି। ଆଜି ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆରମ୍ଭ କରି ବୈଭବ ସୂର୍ଯ୍ୟବଂଶୀ ଓ ଶିବମ ଦୁବେଙ୍କ ଭଳି…

ରାଜ୍ୟରେ ଆରମ୍ଭ ହେଲା ପିଏମ୍‌ ଆବାସ ବଣ୍ଟନ: ବଲାଙ୍ଗୀରରୁ ଶୁଭାରମ୍ଭ

ବଲାଙ୍ଗୀର,୧୪।୧୧(ସୁନୀଲ ମହାନ୍ତି ): ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ ଆବାସ) ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା। ବଲାଙ୍ଗିରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ମେଗା…

ଏଣିକି ପ୍ରତିଦିନ ଗୋଟିଏ ସିଟିଂରେ ହେବ ମାଟ୍ରିକ୍‌ ପରୀକ୍ଷା: ମାର୍ଚ୍ଚ ୧୨ରୁ ଆରମ୍ଭ, ୨୭ରେ ଶେଷ ହେବ ପରୀକ୍ଷା

ଭୁବନେଶ୍ୱର,୧୪।୧୧ ଆଗାମୀ ମାଟ୍ରିକ୍‌ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ଏଣିକି ପ୍ରତିଦିନ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ମାଟ୍ରିକ୍‌ ପରୀକ୍ଷା।…

କଂଗ୍ରେସ ବିଧାୟକଙ୍କ ନାଁରେ FIR, ନାବାଳିକାଙ୍କୁ ବଳାତ୍କାର ପରେ….

ରାଞ୍ଚି,୧୪।୧୧: ଝାଡ଼ଖଣ୍ଡର ସିମଡେଗା ଜିଲାର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ୧୪ ବର୍ଷୀୟ ଜଣେ…

ଦେଶ ବଞ୍ଚାଅ, ଅରାଜକତା ହଟାଅ ନାରାରେ ଭାଜପାର ବିଶାଳ ଶୋଭାଯାତ୍ରା

କୋରାପୁଟ,୧୪ା୧୧(ଅମିତାଭ ବେହେରା): ‘ଦେଶ ବଞ୍ଚାଅ, ଅରାଜକତା ହଟାଅ’ ନାରା ଦେଇ କୋରାପୁଟ ଜିଲା ଭାଜପା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲାର ସମସ୍ତ ବ୍ଲକ୍‌ରୁ…

ଡାଲିରେ ୨୪ କ୍ୟାରେଟ ସୁନାର ଛୁଙ୍କ! ଦାମ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍‌

ଡାଲି କହିଲେ ଆମ ମନକୁ ଆସେ ଜିରା, ରସୁଣ, ଶୁଖିଲା ଲଙ୍କା ଆଉ ଘିଅର ବାସ୍ନାଭରା ଛୁଙ୍କ। ହେଲେ ଯଦି ଡାଲିରେ ଘିଅ ସହ ମିଶିଥିବା ୨୪…

ପେନଶନଭୋଗୀଙ୍କ ପାଇଁ ଜରୁରୀ ସୂଚନା: ନଭେମ୍ୱର ୩୦ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ ବନ୍ଦ ହୋଇଯିବ ପେନଶନ!

ଦେଶର ଲକ୍ଷ ଲକ୍ଷ ପେନସନଭୋଗୀଙ୍କ ପାଇଁ ପ୍ରତିବର୍ଷ ନଭେମ୍ୱର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତି ମାସରେ ସୁରୁଖୁରୁରେ ପେନସନ ପାଇବା ପାଇଁ, ସମସ୍ତ ଯୋଗ୍ୟ ପେନସନଭୋଗୀଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ ବିଶ୍ୱରେକର୍ଡ

ଇନ୍ଦୋର,୧୪।୧୧:ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟ୍‌ର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି। ଶନିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?