Categories: Video

କିନ୍ନରଙ୍କୁ ପୋଲିସ ଚାକିରୀ

ରାଜ୍ୟ ପୋଲିସ ସେବାରେ କିନ୍ନରମାନେ ଯୋଗ ଦେଇପାରିବେ। ୪୭୭ ଏସଆଇ ପୋଷ୍ଟ ପାଇଁ ରାଜ୍ୟ ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିନ୍ନରମାନେ କିପରି ପ୍ରସ୍ତୁତି ଜାରି ରଖିଛନ୍ତି ଦେଖନ୍ତୁ ଏହି ଭିଡିଓରେ।