ଟ୍ରାଡିଶନାଲ ଲୁକ୍‌

ଦୀପାବଳିରେ ସମସ୍ତେ ଘର ସଜାଇବା ସହ ନିଜକୁ ମଧ୍ୟ ନୂଆ ଲୁକ୍‌ ଦେବାକୁ ପଛାନ୍ତି ନାହିଁ। ଏହି ଉତ୍ସବରେ ମହିଳାମାନେ ବିଭିନ୍ନ ପ୍ରକାରର ଶାଢ଼ି ପିନ୍ଧି ନିଜକୁ ନୂଆ ଲୁକ୍‌ ଦେଇଥାନ୍ତି। କେଉଁ ଶାଢ଼ି ପିନ୍ଧିଲେ ନିଜକୁ ଭିନ୍ନ ଲୁକ୍‌ ଦେଇପାରିବେ,
ଜାଣି ରଖନ୍ତୁ…

ଶାଢ଼ି ମଧ୍ୟରେ ବନାରସୀ ହ୍ୟାଣ୍ଡଲୁମ୍‌ ଶାଢ଼ି ବେଶ୍‌ ଲୋକପ୍ରିୟ। ଗୋଲ୍ଡ ଏବଂ ସିଲ୍‌ଭର୍‌ କଲର୍‌ ବର୍ଡ଼ର ଥିବା ଶାଢ଼ି ଆପଣ କିଣିପାରିବେ, ଯାହା ଆପଣଙ୍କୁ ଗର୍‌ଜିଅସ୍‌ ଲୁକ୍‌ ଦେବ। ଏହା ସହ ଆପଣ ମ୍ୟାଚିଙ୍ଗ୍‌ କରି ଅଳଙ୍କାର ବି ଲଗାଇପାରିବେ।
କୌଣସି ପର୍ବପର୍ବାଣିରେ କାଞ୍ଜିଭରମ୍‌ ସିଲକ୍‌ ଶାଢ଼ିର ଚାହିଦା ଅଧିକ ରହିଥାଏ। ଏହାର ସୁନ୍ଦର ଡିଜାଇନ୍‌ ପାଇଁ ଏହାକୁ ମହିଳାମାନେ ବେଶି ପସନ୍ଦ କରିଥାନ୍ତି। ରେଡ୍‌ କଲର୍‌ ବର୍ଡର ଥିବା ୟେଲୋ କଲର୍‌ ଶାଢ଼ି ଆପଣ ଏହି ଦିନେ ପିନ୍ଧି ପାରିବେ।
ଯେହେତୁ ଦୀପାବଳି ଆମର ଏକ ପ୍ରମୁଖ ପର୍ବ, ତେଣୁ ଟ୍ରାଡିଶନାଲ୍‌ ଡିଜାଇନ୍‌ ଶାଢ଼ି ମଧ୍ୟ ଆମେ ପିନ୍ଧିପାରିବା। ଶାଢ଼ି ସହ ଟ୍ରାଡିଶ୍‌ନାଲ୍‌ ମେକ୍‌ ଅପ୍‌ ବି ବେଶ୍‌ ସୁନ୍ଦର ଲାଗିବ।
ଭାରତୀୟ ପରମ୍ପରା ଅନୁସାରେ ସମ୍ବଲପୁରୀ ଶାଢ଼ିର ବି ଢେର୍‌ ଆକର୍ଷଣ ରହିଛି। ତେଣୁ ପଶାପାଲି ବର୍ଡର ଥିବା ଶାଢ଼ି ସହ ମେଟାଲିକ୍‌ ଜୁଏଲେରି ବି ଆପଣ ଲଗାଇ ପାରିବେ।
ସାଧାରଣତଃ ସିନ୍ଥେଟିକ୍‌ ଶାଢ଼ିଗୁଡ଼ିକ ପତଳା ଓ ହାଲ୍‌କା। ଇଅରିଙ୍ଗସ୍‌, ନେକଲେସ୍‌ ଓ ସ୍ୟାଣ୍ଡେଲ୍‌କୁ ଶାଢ଼ି ସହ ମ୍ୟାଚ୍‌ କରି ଆମେ ଏହି ଦିନ ପିନ୍ଧିପାରିବା। ଏହା ଆପଣଙ୍କୁ ଷ୍ଟାଇଲିସ୍‌ ଓ ମଡର୍ନ ଲୁକ୍‌ ଦେଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri