Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ ଦେଖନ୍ତୁ, ଗୀତର ମୁଖଡ଼ା କିନ୍ତୁ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ତେବେ ଆସନ୍ତୁ ଜାଣିବା Top 5 Evergreen Odia Film Songs ଯାହା ଖୁବ୍‌ ଲୋକପ୍ରିୟ ।
ଯାହାକୁ ଶୁଣିଲେ ତା’ର ଆରପଦଟି ନିଶ୍ଚେ ଗୁଣୁଗୁଣୁ ହେବେ। ତେବେ କେବଳ ଗୀତ ନୁହେଁ ତାହା କେଉଁ ଚଳଚ୍ଚିତ୍ରର, ସଙ୍ଗୀତ, ଗୀତ ଏବଂ କଣ୍ଠ କିଏ ଦାନ କରିଛନ୍ତି ତାହା ମଧ୍ୟ ଜାଣନ୍ତୁ।

୧.‘‘ଉଡ଼ି ଉଡ଼ି ଉଡ଼ି ଯାଆରେ ଉଡ଼ି, ଏ ମୋର ଗୁଡ଼ି’’ (Udi Udi Udi Jaa Re Gudi)

‘‘ଉଡ଼ିଉଡି ଉଡି ଯାଆରେ ଉଡ଼ି, ଏ ମୋର ଗୁଡି’’
ଚଳଚ୍ଚିତ୍ର-କିଏ କାହାର
ସଙ୍ଗୀତ/କଣ୍ଠ- ଅକ୍ଷୟ ମହାନ୍ତି,
ଗୀତ- ନାରାୟଣ  ପ୍ରସାଦ ସିଂ

୨.‘‘ବୋଉଲୋ କି କହବି  ନୂଆ ଭାଉଜଙ୍କ କଥା’(Bou Lo Ki Kahibi)

‘‘ବୋଉଲୋ କି କହବି  ନୂଆ ଭାଉଜଙ୍କ କଥା’’
ଚଳଚ୍ଚିତ୍ର- ଅଦିନ ମେଘ
ସଙ୍ଗୀତ-ବାଳକୃଷ୍ଣ ଦାଶ
କଣ୍ଠ- ତୃପ୍ତି ଦାସ
ଗୀତ- ଗୌରାଙ୍ଗ ସାମନ୍ତରାୟ

ଆହୁରି ପଢ଼ନ୍ତୁ:  Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

 

୩.‘‘ମୟୂରୀଗୋ! ତୁମ ଆକାଶେ’’ (Mayuri Go Tuma Aakashe)

ମୟୂରୀଗୋ! ତୁମ ଆକାଶେ

ଚଳଚ୍ଚିତ୍ର- ଅରୁନ୍ଧତୀ
ସଙ୍ଗୀତ-ଶାନ୍ତନୁ ମହାପାତ୍ର
କଣ୍ଠ- ମହମ୍ମଦ ରଫି
ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

୪.‘‘ମୁଁ ଯେ ଜାଣେନା କାହା ବାଟ ରହଛି’’ (Mun Je Janena)

‘‘ମୁଁ ଯେ ଜାଣେନା କାହା ବାଟ ରହଛି’’
ଚଳଚ୍ଚିତ୍ର- ଗପ ହେଲେ ବି ସତ
ସଙ୍ଗୀତ- ଭୁବନ ହରି
କଣ୍ଠ- ସୁମନ କଲ୍ୟାଣ
ଗୀତ- ଗୁରୁକୃଷ୍ଣ ଗୋସ୍ବାମୀ

 

୫.‘‘ମୋ ପ୍ରିୟା ଠାରୁ କଏି ଅଧିକ ସନ୍ଦୁର ’’(Mo Priya Tharu)

‘‘ମୋ ପ୍ରିୟା ଠାରୁ କଏି ଅଧିକ ସନ୍ଦୁର ’’
ଚଳଚ୍ଚିତ୍ର- ସିନ୍ଦୁରବିନ୍ଦୁ
ଗୀତ/ସଙ୍ଗୀତ- ପ୍ରଫଲ୍ଲୁ କର
କଣ୍ଠ- ଚିତ୍ତ ଜେନା

 

 

Share