ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପିର ଛାତ୍ରୀ ପ୍ରତିନିଧିମାନେ

 

 

କଟକର ବିଭିନ୍ନ ଦେବୀପୀଠରେ ବିଭିନ୍ନ ବେଶ

 

 

 

ବିଏମ୍‌ସି କାର୍ଯ୍ୟାଳୟ ନିକଟରେ ‘ଆମେ ଭୁବନେଶ୍ୱରିଆ’ ସଦସ୍ୟଙ୍କ ଧାରଣା

 

 

 

 

📲 Follow Dharitri – Odisha’s No.1 Odia Daily 📰✨