ଓଡ଼ିଶା: ଆଜିର ଫଟୋ ( ୨୧ ନଭେମ୍ବର, ୨୦୨୬ )

ପୁରୁଣା ଭୁବନେଶ୍ୱରରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ଜଣେ କାରିଗର ଡଙ୍ଗା ତିଆରି କରୁଛନ୍ତି

 

 

ପିଏମ୍‌ଜିରେ ୧୨୭ତମ ରାଜ୍ୟସ୍ତରୀୟ ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ

 

 

ଭୁବନେଶ୍ୱର ୟୁନିଟ୍-୪ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ଛାତ୍ରୀଛାତ୍ର

 

 

 

📲 Follow Dharitri – Odisha’s No.1 Odia Daily 📰✨