ଓଡ଼ିଶା: ଆଜିର ଫଟୋ (ଜୁନ୍ ୬, ୨୦୨୨)

ରାଜ୍ୟ ଅଭିଲେଖାଗାର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିନୋଦ କାନୁନଗୋଙ୍କ ୧୧୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

 

ରାଜ୍ୟସଭାକୁ ନିର୍ବାଚିତ ନିରଞ୍ଜନ ବିଶିଙ୍କୁ ବିଧାନସଭାରେ ସାର୍ଟିଫିକେଟ ପ୍ରଦାନ

ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟିର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷ ଶଶୀ ଭୂଷଣ ବେହେରା, ସଚିବ ଦାଶରଥି ଶତପଥି ଓ ଅନ୍ୟମାନେ

 

 

ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଗୋବିନ୍ଦ ପ୍ରସାଦ ମୌଜାରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରୁଛନ୍ତି ବିଡିଏ କର୍ତ୍ତୃପକ୍ଷ

 

ଜ୍ଞାନ ମଣ୍ଡଳ ପ୍ରଣେତା ବିନୋଦ କାନୁନଗୋଙ୍କ ଜୟନ୍ତୀ ଅବସରରେ କଟକ ସତୀଚଉରା ଶ୍ମଶାନ ପରିସରରେ ଥିବା ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୮ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜିକେସିଏମ୍ ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ଆନ୍ତର୍ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୬ ଡିସେମ୍ବର, ୨୦୨୫ )

  ଶୁକ୍ରବାର ରବୀନ୍ଦ୍ର ମଣ୍ଡପରେ GKCM ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସହଯୋଗରେ ଆନ୍ତର୍ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୫ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଧରଣୀ ପୃଷ୍ଠରେ ଅବତରଣ କରିବା ପରେ ଉତ୍ସବ       ପୁରୀ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ...

ଓଡ଼ିଶା: ଆଜିର ଫଟୋ ( ୨୪ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମିରେ ଖ୍ରୀଷ୍ଟମାସ୍ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଟନ୍ ସେଓ ବ୍ୟବହାର କରି ବିଶ୍ୱର ସବୁଠାରୁ ବଡ଼ ସାଣ୍ଟା କ୍ଲଜ୍ ମୂର୍ତ୍ତି...

ଓଡ଼ିଶା: ଆଜିର ଫଟୋ ( ୨୩ ଡିସେମ୍ବର, ୨୦୨୫ )

କଟକ ଜେ.ଏନ୍. ଇଣ୍ଡୋର ଷ୍ଟାଡିୟମରେ ଗଣ୍ଡରପୁର ଏଲ.ଆର୍. ଡି.ଏ.ଭି. ପବ୍ଲିକ୍ ସ୍କୁଲର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ...

ଓଡ଼ିଶା: ଆଜିର ଫଟୋ (୨୨ ଡିସେମ୍ବର, ୨୦୨୫ )

‘କଳାକୁଞ୍ଜ’ ମହୋତ୍ସବ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟଙ୍କ ଆୟୋଜନରେ ଜିକେସିଏମ୍ ଓଡ଼ିଶୀ ଗବେଷଣା କେନ୍ଦ୍ରରେ  ଅନୁଷ୍ଠିତ ହୋଇଯାଇଛି 

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

ଓଡ଼ିଶା: ଆଜିର ଫଟୋ ( ୨୦ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜ୍ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ, “କୁକୁର ଶୋ”     କଟକ ଅନ୍ନପୁର୍ଣ୍ଣ ରଙ୍ଗମଞ୍ଚରେ ଅନ୍ନପୁର୍ଣ୍ଣ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri