ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୬, ୨୦୨୨)

ଏଫଆଇଏଚ ପ୍ରୋ ଲିଗ ପାଇଁ ଭୁବନେଶ୍ୱର ପହଞ୍ଚିଛି ନେଦରଲାଣ୍ଡସ ମହିଳା ହକି ଟିମ


ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଵୀରବିକ୍ରମ ଯାଦବ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି

କଟକ ତୁଳସୀପୁରସ୍ଥିତ ଓଡ଼ିଶା ପୋଲିସ ହାଇସ୍କୁଲରେ ଅନୁଷ୍ଠିତ କଟକ ଜିଲା ସ୍କାଉଟ ଓ ଗାଇଡ଼ ଜାତୀୟ ସଂହିତି ଶିବିର ଏବଂ ଜିଲାସ୍ତରୀୟ କ୍ୟାମ୍ପ ଉଦଯାପନୀ ସମାରୋହରେ ସିଏମସି କମିଶନର ଅନନ୍ୟା ଦାସ ବକ୍ତବ୍ୟ ପ୍ରଦାନ କରୁଛନ୍ତି