ଓଡ଼ିଶା: ଆଜିର ଫଟୋ ( ୧୧ ଅକ୍ଟୋବର, ୨୦୨୬ )

ଝାରପଡ଼ା ଦୁର୍ଗାପୂଜା ସମିତି (ପୁରୁଣା) ପକ୍ଷରୁ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି କାରିଗର

 

 

 

କଟକର ବିଭିନ୍ନ ଦେବୀପୀଠରେ ଦେବୀଙ୍କ ବିଭିନ୍ନ ବେଶ

 

 

 

ଦୁର୍ଗାପୂଜା ପୂର୍ବରୁ ବମିଖାଲ ଓ ପଳାଶୁଣି ପୂଜା ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ

 

 

 

📲 Follow Dharitri – Odisha’s No.1 Odia Daily 📰✨