ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୮, ୨୦୨୪ )

ଉଦଘାଟନ ଅପେକ୍ଷାରେ କଟକ ବଜ୍ରକବାଟି ସ୍ଥିତ ବକ୍ସ ଡ୍ରେନ

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏକ୍ସପ୍ରେସନ ପକ୍ଷରୁ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବରେ ପରିବେଷିତ ନାଟକ, ଶୁକ ସାରୀ କଥା

 

 

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଦ୍ୱାରା ଜାତୀୟ ବିଜ୍ଞାନ ଦିବସ ପାଳନ