ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୮, ୨୦୨୩ )

ପୁରୀ ପେଣ୍ଠକଟା ବସ୍ତି ଅଞ୍ଚଳର ଶିଶୁ ମାନେ ଗୋବର, ଗୋମୁତ୍ର, କ୍ଷୀର, ଦହି ଓ ବିଭିନ୍ନ ପ୍ରକାର ଶସ୍ୟରେ ପଞ୍ଚଗବ୍ୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି

 

କଟକସ୍ଥିତ ଖାନନଗର ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ସହିତ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

 

କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ କଟକ ତିନିକୋଣିଆ ବଗିଚା ସ୍ଥିତ ବାସ ଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବିଭିନ୍ନ ବର୍ଗର ବ୍ୟକ୍ତିବୃନ୍ଦ

 

ଖାରବେଳ ଏନକ୍ଳେଭ ପ୍ରୋଜେକ୍ଟ ନାଁରେ ଟଙ୍କା ଦେଇଥିବା ଲୋକେ ଓଡ଼ିଶା ହାଉସିଂ ବୋର୍ଡ ଅଫିସ ସମ୍ମୁଖରେ ଘର ଦେବା ଲାଗି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି

 

ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ମେଡିକୋ ଲିଗାଲ ଫେଲିସିଟେସନ ସେଣ୍ଟରକୁ ସାଂସଦ ସୁଜିତ କୁମାର ଉଦଘାଟନ କରୁଛନ୍ତି

 

କଲେଜରେ ନିର୍ବାଚନ ଦାବି କରି NSUI ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୂ ସବ୍ୟସାଚୀ ନାୟକଙ୍କ ସରକାରୀ କ୍ୱାର୍ଟର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

 

ଓଡ଼ିଶା ରାଜ୍ୟ ସମିତି ସଭ୍ୟ ସଭ୍ୟା ପରିବାର ପକ୍ଷରୁ ୧୨ ଦଫା ଦାବିରେ ଭୁବନେଶ୍ୱରସ୍ଥିତ ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ

 

ବିଜେପି ସଦସ୍ୟ ଏବଂ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଭୁବନେଶ୍ୱର ବିଏମସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

 

  ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିଅମରେ ଆୟୋଜିତ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୦ ଡିସେମ୍ବର, ୨୦୨୫ )

କଟକ ବାଙ୍କା ବଜାରସ୍ଥିତ ଜନତା ରଙ୍ଗମଞ୍ଚରେ ହାସ୍ୟରସାତ୍ମକ ନାଟକ “ପୁନେଇଁ ଖିଆ” ପରିବେଷିତ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ...

ଓଡ଼ିଶା: ଆଜିର ଫଟୋ ( ୨୮ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜିକେସିଏମ୍ ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ଆନ୍ତର୍ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୬ ଡିସେମ୍ବର, ୨୦୨୫ )

  ଶୁକ୍ରବାର ରବୀନ୍ଦ୍ର ମଣ୍ଡପରେ GKCM ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସହଯୋଗରେ ଆନ୍ତର୍ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୫ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଧରଣୀ ପୃଷ୍ଠରେ ଅବତରଣ କରିବା ପରେ ଉତ୍ସବ       ପୁରୀ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ...

ଓଡ଼ିଶା: ଆଜିର ଫଟୋ ( ୨୪ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମିରେ ଖ୍ରୀଷ୍ଟମାସ୍ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଟନ୍ ସେଓ ବ୍ୟବହାର କରି ବିଶ୍ୱର ସବୁଠାରୁ ବଡ଼ ସାଣ୍ଟା କ୍ଲଜ୍ ମୂର୍ତ୍ତି...

ଓଡ଼ିଶା: ଆଜିର ଫଟୋ ( ୨୩ ଡିସେମ୍ବର, ୨୦୨୫ )

କଟକ ଜେ.ଏନ୍. ଇଣ୍ଡୋର ଷ୍ଟାଡିୟମରେ ଗଣ୍ଡରପୁର ଏଲ.ଆର୍. ଡି.ଏ.ଭି. ପବ୍ଲିକ୍ ସ୍କୁଲର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ...

ଓଡ଼ିଶା: ଆଜିର ଫଟୋ (୨୨ ଡିସେମ୍ବର, ୨୦୨୫ )

‘କଳାକୁଞ୍ଜ’ ମହୋତ୍ସବ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟଙ୍କ ଆୟୋଜନରେ ଜିକେସିଏମ୍ ଓଡ଼ିଶୀ ଗବେଷଣା କେନ୍ଦ୍ରରେ  ଅନୁଷ୍ଠିତ ହୋଇଯାଇଛି 

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri