ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୨୬, ୨୦୨୩ )

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରୁଛନ୍ତି

ଭୁବନେଶ୍ୱର ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ୱତୀ ପୂଜାରେ ପିଲାମାନଙ୍କୁ ଖଡ଼ି ଛୁଆଁ

 ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ରାଜ୍ୟ ପଦକ ପ୍ରଦାନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଉତ୍ତମ ସେବା ପାଇଁ ପୋଲିସ କର୍ମଚାରୀଙ୍କୁ ମେଡାଲ ପ୍ରଦାନ କରୁଛନ୍ତି, ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ

 

କଟକ ବାରବାଟୀ ଷ୍ଟାଡ଼ିଅମରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି

 

କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ୱତୀ ପୂଜା ଅବସରରେ ପୁଷ୍ପାଞ୍ଜଳି ଅର୍ପଣ କରୁଛନ୍ତି ଛାତ୍ରୀ ମାନେ

ଓଡ଼ିଶା ହାଇକୋର୍ଟରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରୁଛନ୍ତି

ଗଞ୍ଜାମ ଖଲିକୋଟ ୟୁନଭରସିଟି ଖେଳ ପଡିଆରେ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଦକ୍ଷିଣାଅଞ୍ଚଳ ରାଜସ୍ୱ କମିଶନର (RDC) ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୩ ଫେବୃଆରୀ, ୨୦୨୬ )

ଶୁକ୍ରବାର, ଖଦି ଓ ଗ୍ରାମୀଣ ଉଦ୍ୟୋଗ କମିଶନ ଦ୍ୱାରା ପ୍ରଦର୍ଶନୀ ପଡିଆରେ ଜୋନାଲ୍ ସ୍ତରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ପଙ୍କ ଉଦ୍ଧାର ଏକାଦଶୀରେ ବକ୍ସୀବଜାର…

ଓଡ଼ିଶା: ଆଜିର ଫଟୋ (୧୨ ଫେବୃଆରୀ, ୨୦୨୬ )

ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ଭାରତ ବନ୍ଦର ପ୍ରଭାବ

ଓଡ଼ିଶା: ଆଜିର ଫଟୋ ( ୧୧ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ଘୁମସାର ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ       ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବର ଉଦଘାଟନୀ ଉତ୍ସବରେ ମଞ୍ଚାସିନ ଅତିଥିମାନେ  …

ଓଡ଼ିଶା: ଆଜିର ଫଟୋ ( ୧୦ ଫେବୃଆରୀ, ୨୦୨୬ )

ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୦୮ ଆମ୍ବୁଲାନସ, ମୁଖ୍ୟମନ୍ତ୍ରୀ ପତାକା ହଲାଇ ଶୁଭାରମ୍ଭ କରୁଛନ୍ତି  …

ଓଡ଼ିଶା: ଆଜିର ଫଟୋ ( ୯ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଉପକଣ୍ଠରେ ଫୁଟିଥିବା ସୂର୍ଯ୍ୟମୁଖୀ ଫୁଲ ଖେତରେ ମହିଳା କୃଷକମାନେ କାମ କରୁଛନ୍ତି       କଟକ ବାଲିଯାତ୍ରା ତଳ ପଡିଆରେ ଚାଲିଥିବା ଜିଲାସ୍ତରୀୟ ସୁଭଦ୍ରା…

ଓଡ଼ିଶା: ଆଜିର ଫଟୋ ( ୫ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଏକାମ୍ର ହାଟରେ ତୋଷାଳୀ ସ୍ୱଦେଶୀ ମେଳା ପ୍ରଚାର ରଥର ଶୁଭାରମ୍ଭ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଲାବଣ୍ୟ ଥିଏଟର ସଂସ୍ଥା ପକ୍ଷରୁ ଲାବଣ୍ୟ…

ଓଡ଼ିଶା: ଆଜିର ଫଟୋ ( ୪ ଫେବୃଆରୀ, ୨୦୨୬ )

ମହାମହିମ ରାଷ୍ଟ୍ରପତି ପୁରୀ ଶ୍ୱେତ ଗଙ୍ଗାରେ ପିଣ୍ଡ ଦାନ ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଛନ୍ତି       କଟକ ଜେ.ଏନ. ଇନଡୋର୍ ଷ୍ଟାଡିୟମରେ…

ଓଡ଼ିଶା: ଆଜିର ଫଟୋ (୨ ଫେବୃଆରୀ , ୨୦୨୬ )

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରୁଛନ୍ତି ଖଣ୍ଡଗିରି ମେଳାରେ ଲୋକଙ୍କର ଭିଡ଼ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri