ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୫, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ଉର୍ଦ୍ଦୁ ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ସୁଫି କୱାଲି କାର୍ଯ୍ୟକ୍ରମରେ ‘ଇଣ୍ଡିଆ ଗଟ ଟ୍ୟାଲେଣ୍ଟ’ରେ ଖ୍ୟାତିଲାଭ କରିଥିବା ନିଜାମୀ ବ୍ରଦରସଙ୍କ କୱାଲି ପରିବେଷଣ

ଲେଖିକା ଆରତୀ ନାୟକଙ୍କ  ପୁସ୍ତକ ‘ଅଶାନ୍ତ ଆତ୍ମା’ ଭୁବନେଶ୍ୱର ପାନ୍ଥନିବାସରେ ଆୟୋଜିତ କାର୍ଯ୍ୟକ୍ରମରେ ଉନ୍ମୋଚିତ

ଭୁବନେଶ୍ୱର ଜୟଦେବ ଭବନରେ ଶ୍ରେଷ୍ଠ ଓଡ଼ିଆଣୀ-୨୦୨୨ ପୁରସ୍କାର ବିତରଣ ସମାରୋହ

 

ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟରେ ଆନୁଆଲ ଆଲୁମନି ମିଟ-୨୦୨୨

କଟକ ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ କବି ଅନନ୍ତ ପଟ୍ଟନାୟକ ସ୍ମୃତିସନ୍ଧ୍ୟାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଅନନ୍ତ ପଟ୍ଟନାୟକ ସୃଜନ ସମ୍ମାନ ପ୍ରଦାନ ଅବସରରେ ଉପସ୍ଥିତ ଅତିଥି ମାନେ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୮ ଡିସେମ୍ବର, ୨୦୨୫ )

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ଅଭ୍ୟାସ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (୭ ଡିସେମ୍ବର, ୨୦୨୫ )

ଶୀତୁଆ ସକାଳରେ ନନ୍ଦନକାନନରେ ଗଛଡାଳରେ ବସିଥିବା ପକ୍ଷୀ   ଆସନ୍ତା ୯ ତାରିଖ କଟକ ବାରବାଟୀରେ ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ...

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ       କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...

ଓଡ଼ିଶା: ଆଜିର ଫଟୋ ( ୩ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକମାନେ ସ୍ପିଡ ବୋଟରେ ସମୁଦ୍ର ଭ୍ରମଣର ମଜା ନେଉଛନ୍ତି     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ନାଟୁଆ ସଂଘ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ )

ପୁରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୮୭୫ ପ୍ରକାର ବ୍ୟଞ୍ଜନ ଠାକୁରଙ୍କୁ ଭୋଗ ଲଗାଯାଇଛି       କଟକ ବାରବାଟି ଷ୍ଟାଡିୟମ୍‌ର...

ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୫ )

କଟକ ବାରବାଟୀ ଷ୍ଟାଡିଅମ ଗ୍ରାଉଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଉପରେ କେମିକାଲ ଜଳ ସିଞ୍ଚନ କରାଯାଉଛି       କଟକ ବକ୍ସିବଜ଼ାରସ୍ଥିତ ରିଜର୍ଭ ପୋଲିସ...

ଓଡ଼ିଶା: ଆଜିର ଫଟୋ ( ୨୮ ନଭେମ୍ବର , ୨୦୨୫ )

ବିଧାନ ସଭା ପ୍ରଶ୍ନୋତ୍ତର କାଳ

ଓଡ଼ିଶା: ଆଜିର ଫଟୋ ( ୨୭ ନଭେମ୍ବର , ୨୦୨୫ )

ଜୋବ୍ରା ରେଳୱେ ବ୍ରିଜ୍ ତଳେ ମହାନଦୀ ତଟରୁ ନଦୀର ମଧ୍ୟଭାଗକୁ ଛଡ଼ାଯାଉଥିବା ଆବରଜନାପାଣି ବାରବାଟୀ ଷ୍ଟାଡିୟମ୍ ଠାରେ ପାଣି ଛିଞ୍ଚନ କରାଯାଉଛି

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri