ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୩ )

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଫିଫା ବିଶ୍ୱକପ କ୍ୱାଲିଫାୟର ମ୍ୟାଚ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଫିଫା ବିଶ୍ୱକପ କ୍ୱାଲିଫାୟର ଫୁଟବଲ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି ଭାରତ ଓ କତାର

ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ତୃତୀୟ ନୃତ୍ୟସୁଧା ନୃତ୍ୟ ଉତ୍ସବରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

 

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ଶହୀଦ ଜୟୀ ରାଜଗୁରୁ ଏବଂ ଡକ୍ଟର ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱରସ୍ଥିତ ପିଏମଜିରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୪ତମ ଜୟନ୍ତୀ ଅବସରରେ ଆୟୋଜିତ ପାଇକ ଆଖଡ଼ା ଖେଳ କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ଅନ୍ୟ ମଞ୍ଚାସୀନ ଅତିଥି ବୃନ୍ଦ

 

ଅଁଳା ନବମୀ ଅବସରରେ ପୁରୀ ସିଦ୍ଧ ବକୁଳ ମଠ ପରିସରରେ ହବିଷ୍ୟାଳି ମାନେ ଅଁଳା ବୃକ୍ଷକୁ ପୂଜା କରୁଛନ୍ତି

 

କଟକ ବାଲିଯାତ୍ରା ପଡିଆରେ ଆକ୍ଵାରିଅମ ଟନେଲ ନିର୍ମାଣ ଚାଲିଛି କଟକ ବାଲିଯାତ୍ରା ପଡିଆରେ ଗ୍ରାମୀଣ ଢାଞ୍ଚାକୁ ନେଇ ଚାଲିଛି ପ୍ରସ୍ତୁତି କଟକ ବାଲିଯାତ୍ରା ପଡିଆରେ ଓରିମାସ ପକ୍ଷରୁ ଷ୍ଟଲ ନିର୍ମାଣ ଚାଲିଛି

 

ବ୍ରହ୍ମପୁର ସହରସ୍ଥିତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଅଁଳା ବେଶ

 

ପବିତ୍ର ଅଁଳା ନବମୀ ଅବସରରେ ବ୍ରହ୍ମପୁରସ୍ଥିତ ଗୋସାଣୀନୂଆଗାଁ ଉତ୍ତରେଶ୍ୱର ମନ୍ଦିର ରେ ଥିବା ରାଧା କୃଷ୍ଣ ମନ୍ଦିରରେ ମହିଳାଙ୍କ ରାଧା ପାଦଦର୍ଶନ

 

ବ୍ରହ୍ମପୁର ସହରରେ ପବିତ୍ର ଅଁଳା ନବମୀ ଅବସରରେ ମହିଳା ମାନେ ଅଁଳା ଗଛକୁ ପୂଜା ଅର୍ଚ୍ଚନା କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୦ ଡିସେମ୍ବର, ୨୦୨୫ )

କଟକ ବାଙ୍କା ବଜାରସ୍ଥିତ ଜନତା ରଙ୍ଗମଞ୍ଚରେ ହାସ୍ୟରସାତ୍ମକ ନାଟକ “ପୁନେଇଁ ଖିଆ” ପରିବେଷିତ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ...

ଓଡ଼ିଶା: ଆଜିର ଫଟୋ ( ୨୮ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜିକେସିଏମ୍ ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ଆନ୍ତର୍ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୬ ଡିସେମ୍ବର, ୨୦୨୫ )

  ଶୁକ୍ରବାର ରବୀନ୍ଦ୍ର ମଣ୍ଡପରେ GKCM ଓଡିଶୀ ଗବେଷଣା କେନ୍ଦ୍ର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସହଯୋଗରେ ଆନ୍ତର୍ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୫ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଧରଣୀ ପୃଷ୍ଠରେ ଅବତରଣ କରିବା ପରେ ଉତ୍ସବ       ପୁରୀ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ...

ଓଡ଼ିଶା: ଆଜିର ଫଟୋ ( ୨୪ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମିରେ ଖ୍ରୀଷ୍ଟମାସ୍ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଟନ୍ ସେଓ ବ୍ୟବହାର କରି ବିଶ୍ୱର ସବୁଠାରୁ ବଡ଼ ସାଣ୍ଟା କ୍ଲଜ୍ ମୂର୍ତ୍ତି...

ଓଡ଼ିଶା: ଆଜିର ଫଟୋ ( ୨୩ ଡିସେମ୍ବର, ୨୦୨୫ )

କଟକ ଜେ.ଏନ୍. ଇଣ୍ଡୋର ଷ୍ଟାଡିୟମରେ ଗଣ୍ଡରପୁର ଏଲ.ଆର୍. ଡି.ଏ.ଭି. ପବ୍ଲିକ୍ ସ୍କୁଲର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ...

ଓଡ଼ିଶା: ଆଜିର ଫଟୋ (୨୨ ଡିସେମ୍ବର, ୨୦୨୫ )

‘କଳାକୁଞ୍ଜ’ ମହୋତ୍ସବ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟଙ୍କ ଆୟୋଜନରେ ଜିକେସିଏମ୍ ଓଡ଼ିଶୀ ଗବେଷଣା କେନ୍ଦ୍ରରେ  ଅନୁଷ୍ଠିତ ହୋଇଯାଇଛି 

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri