ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭, ୨୦୨୨)

   ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ କଣ୍ଢେଇ ପ୍ରଦର୍ଶନୀକୁ ସ୍କୁଲ ପିଲାମାନେ ବୁଲି ଦେଖୁଛନ୍ତି

 

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ବିଶ୍ୱକର୍ମା ମନ୍ଦିର ବିଶ୍ୱକର୍ମା ପୂଜା ଅନୁଷ୍ଠିତ

 

ପୁରୀ ବେଳାଭୂମିରେ ସୂର୍ଯ୍ୟକିରଣ ଏୟାର ଶୋ’ ପ୍ରଦର୍ଶନ

 

କଟକ ଓଡ଼ିଶା ଜୁଡ଼ିସିଆଲ ଆକାଡେ଼ମୀର ଅଡିଟୋରିଅମରେ ‘କାଗଜବିହୀନ କୋର୍ଟ’ ବ୍ୟବସ୍ଥାକୁ ଉଦଘାଟନ କରୁଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏବଂ ଅନ୍ୟ ମଞ୍ଚାସୀନ ଅତିଥି ଗଣ

 

କଟକ ସହରରେ ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

 

କଟକ ସ୍ଥିତ ନାଶନାଲ ଲ’ ୟୁନିଭର୍ସିଟିର ନବମ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଓ ଅନ୍ୟ ଅତିଥି ବୃନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ଶେଷ ସନ୍ଧ୍ୟାରେ ଆୟୋଜିତ ନୃତ୍ୟ       ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଲା ରୁକୁଣା ରଥ    …

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ, ୨୦୨୬ )

ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ   ପବିତ୍ର ରାମ ନବମୀରେ ଭୁବନେଶ୍ଵର ରାମ ମନ୍ଦିରରେ ଧାଡି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ…

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା       ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ       👉 Follow Dharitri…

ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପର ଅନ୍ତିମ ଦିନରେ ଉତ୍ସାହର ଚୂଡ଼ାନ୍ତ ପର୍ଯ୍ୟାୟ

ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ ଉଦଘାଟିତ       କଟକର ବିଭିନ୍ନ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ମହା ସପ୍ତମୀ…

ଓଡ଼ିଶା: ଆଜିର ଫଟୋ (୨୩ ମାର୍ଚ୍ଚ, ୨୦୨୬ )

ବିଧାନସଭାରେ ବିରୋଧୀଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri