ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୫, ୨୦୨୨)

କଟକ ବିଡାନାସୀ କୁମ୍ଭାର ସାହି ଅଞ୍ଚଳରେ ଦୀପାବଳି ପାଇଁ ମାଟି ଦ୍ବୀପ ପ୍ରସ୍ତୁତ କରୁଛନ୍ତି କାରିଗର

କଟକ ବିଡାନାସୀ କୁମ୍ଭାର ସାହି ଅଞ୍ଚଳରେ ଦୀପାବଳି ପାଇଁ ପ୍ରସ୍ତୁତ ହୋଇଥିବା ମାଟି ଦ୍ବୀପ,କଳସ ଓ ସରା ଗୁଡିକୁ ସଜେଇ ରଖୁଛନ୍ତି ମହିଳା

କଟକ ବାଦାମବାଡ଼ି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖ ରାସ୍ତା ଉପରେ ରଖାଯାଇଥିବା ଯାନବାହାନ ଗୁଡ଼ିକ

ଭୁବନେଶ୍ୱରରେ ଓଡ଼ିଶା ଦୃଷ୍ଟିହୀନ ମହାସଂଘ ପକ୍ଷରୁ ରାଲି

ଭୁବନେଶ୍ୱର ରିଜିଓନାଲ ସେଣ୍ଟର ଅଫ ଇଣ୍ଡିଆନ ଇନଷ୍ଟିଚୁଟ ଅଫ କେମିକାଲ ଇଞ୍ଜିନିଅର୍ସ ଏବଂ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ ମିଳିତ ଅନୁକୁଲ୍ୟରେ ଆୟୋଜିତ ସେମିନାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ       କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...

ଓଡ଼ିଶା: ଆଜିର ଫଟୋ ( ୩ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକମାନେ ସ୍ପିଡ ବୋଟରେ ସମୁଦ୍ର ଭ୍ରମଣର ମଜା ନେଉଛନ୍ତି     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ନାଟୁଆ ସଂଘ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ )

ପୁରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୮୭୫ ପ୍ରକାର ବ୍ୟଞ୍ଜନ ଠାକୁରଙ୍କୁ ଭୋଗ ଲଗାଯାଇଛି       କଟକ ବାରବାଟି ଷ୍ଟାଡିୟମ୍‌ର...

ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୫ )

କଟକ ବାରବାଟୀ ଷ୍ଟାଡିଅମ ଗ୍ରାଉଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଉପରେ କେମିକାଲ ଜଳ ସିଞ୍ଚନ କରାଯାଉଛି       କଟକ ବକ୍ସିବଜ଼ାରସ୍ଥିତ ରିଜର୍ଭ ପୋଲିସ...

ଓଡ଼ିଶା: ଆଜିର ଫଟୋ ( ୨୮ ନଭେମ୍ବର , ୨୦୨୫ )

ବିଧାନ ସଭା ପ୍ରଶ୍ନୋତ୍ତର କାଳ

ଓଡ଼ିଶା: ଆଜିର ଫଟୋ ( ୨୭ ନଭେମ୍ବର , ୨୦୨୫ )

ଜୋବ୍ରା ରେଳୱେ ବ୍ରିଜ୍ ତଳେ ମହାନଦୀ ତଟରୁ ନଦୀର ମଧ୍ୟଭାଗକୁ ଛଡ଼ାଯାଉଥିବା ଆବରଜନାପାଣି ବାରବାଟୀ ଷ୍ଟାଡିୟମ୍ ଠାରେ ପାଣି ଛିଞ୍ଚନ କରାଯାଉଛି

ଓଡ଼ିଶା: ଆଜିର ଫଟୋ ( ୨୬ ନଭେମ୍ବର, ୨୦୨୫ )

ଭୁବନେଶ୍ୱର OUATରେ ଜାତୀୟ କ୍ଷୀର ଦିବସ ପାଳନ       ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ୍ ଅଭ୍ୟାସ       ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ ( ୨୫ ନଭେମ୍ବର, ୨୦୨୫ )

ଭେଟେରାନ କଳାକାର ଧମେନ୍ଦ୍ରଙ୍କ ସ୍ମୃତିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଆନିମେସନ   କଟକ ମଙ୍ଗଳାବାଗ କାଠଗୋଲା ରୋଡରେ ଥିବା ଡାଏଗ୍ନୋଷ୍ଟିକ୍ କେନ୍ଦ୍ରକୁ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri