ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୬, ୨୦୨୩ )

ଭୁବନେଶ୍ୱରରେ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଗଲା ଗଭର୍ନର ହାଉସ୍

 

 

ବେଲଜିୟମ ପୁରୁଷ ହକି ଦଳ, ହକି ବିଶ୍ୱକପ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ

 

 

ଭୁବନେଶ୍ୱରରେ ହକି ବିଶ୍ୱକପ ପୂର୍ବରୁ ଅଗ୍ନିଶମ ସେବା କର୍ମଚାରୀମାନେ ରାସ୍ତାପାର୍ଶ୍ୱରୁ ଧୂଳି ସଫା କରୁଛନ୍ତି

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶାର ପ୍ରବାଦ ପୁରୁଷ ମାନଙ୍କ ଜୀବନି ଉପରେ ଆଧାରିତ ନାଟକ ଉତ୍ସବରେ ପରିବେଶିତ ନାଟକ ‘ଅଦୃଶ୍ୟ ନାଟ’

 

 

ହକି ବିଶ୍ୱକପ ପୂର୍ବରୁ କଟକର ଶିଖରପୁର ଓ ଯୋବ୍ରା ଅଂଚଳର ରାସ୍ତାପାର୍ଶ୍ଵ ପ୍ରାଚୀରକୁ ଚିତ୍ରିତ କରାଯାଉଛି

 

 

ନେଦରଲ୍ୟାଣ୍ଡ ହକି ଖେଳାଳିମାନେ ଭୁବନେଶ୍ୱର ବିନ୍ଦୁସାଗର କୁଳରେ ସେଲଫି ନେଉଛନ୍ତି

 

 

କଟକ ବାରବାଟୀ ଷ୍ଟାଡିଅମରେ ବିଶ୍ୱକପ ହକିର ମେଗା ଉଦଘାଟନୀ ଉତ୍ସବ ପାଇଁ ଆଲୋକରେ ସଜ୍ଜିତ କଟକ ସହରର ବିଭିନ୍ନ ସ୍ଥାନ

 

ପୁଷ୍ୟାଭିଷେକ ପୂର୍ଣ୍ଣମୀ ଅବସରରେ ଶ୍ରୀଜୀଉଙ୍କ ରାଜା ବେଶ, କଟକ ଚାନ୍ଦିନୀ ଚୌକ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଦୋଳମୁଣ୍ଡାଇ ପତିତପାବନ ଜୀଉ ମନ୍ଦିର

 

 

ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨ ଏପ୍ରିଲ, ୨୦୨୬ )

ରବିନ୍ଦ୍ର ମଣ୍ଡପରେ ଶ୍ରୀ ମୃଦୁଗୁଞ୍ଜନଙ୍କ ଦ୍ୱାରା ବାର୍ଷିକ ଦିବସ ‘ସପ୍ତରଙ୍ଗ’ ପାଳିତ  ଶ୍ରୀ ନାଟ୍ୟଧାରାଙ୍କ ଦ୍ୱାରା ଭଞ୍ଜକଳା ମଣ୍ଡପରେ ସମ୍ବଲପୁରୀ ନାଟକ ‘ଏନ୍ତା ଏନ୍ତା କଥା’ ପ୍ରଦର୍ଶିତ…

ଓଡ଼ିଶା: ଆଜିର ଫଟୋ ( ୧ ଏପ୍ରିଲ, ୨୦୨୬ )

ପୁରୀ ସାହିଯାତ ଅବସରରେ ମାୟା ରାବଣ ସାହି ପରିକ୍ରମା କରୁଛନ୍ତି       ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ  …

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ଶେଷ ସନ୍ଧ୍ୟାରେ ଆୟୋଜିତ ନୃତ୍ୟ       ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଲା ରୁକୁଣା ରଥ    …

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ, ୨୦୨୬ )

ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ   ପବିତ୍ର ରାମ ନବମୀରେ ଭୁବନେଶ୍ଵର ରାମ ମନ୍ଦିରରେ ଧାଡି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ…

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା       ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ       👉 Follow Dharitri…

ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପର ଅନ୍ତିମ ଦିନରେ ଉତ୍ସାହର ଚୂଡ଼ାନ୍ତ ପର୍ଯ୍ୟାୟ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri