Posted inଫୁରସତ

ତିନି ଫୁଟିଆ ଡାକ୍ତର

ଏଇ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ନାନା ବାଧାବିଘ୍ନ ସହି ସଫଳତା ହାସଲ କରନ୍ତି ଓ ଇତିହାସ ରଚନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟ, ତଲାଜା ଥାଲୁକାର ୨୩ ବର୍ଷୀୟ ଗଣେଶ ବରୈୟା। ଗଣେଶଙ୍କ ଉଚ୍ଚତା ମାତ୍ର ୩ ଫୁଟ। ଏହି ଉଚ୍ଚତା ପାଇଁ ଛୋଟବେଳୁ ତାଙ୍କୁ ଅନେକ ତାଚ୍ଛଲ୍ୟ ଓ ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡ଼ିଛି। ତଥାପି କଠିନ ପରିଶ୍ରମ କରି ସେ ହୋଇପାରିଛନ୍ତି ଡାକ୍ତର। ଆଉ ପୃଥିବୀର ସବୁଠାରୁ ଛୋଟ ଡାକ୍ତରଭାବେ ପରିଚିତ ହେଉଛନ୍ତି। ପିଲାଦିନେ କମ୍‌ ଉଚ୍ଚତା ଓ ବଡ଼ ମୁଣ୍ଡ ପାଇଁ ସହପାଠୀମାନେ ଚିଡାଉଥିଲେ। ବାପା ବିଠଲ୍‌ ଭାଇ ଜଣେ କୃଷକ ଥିଲେ। ସ୍ବଳ୍ପ ରୋଜଗାରରେ ଘର ଚଳୁଥିଲା। ଥରେ ଏକ ସର୍କସ ପାର୍ଟି ଗଣେଶଙ୍କୁ ନେବା ପାଇଁ ବାପା ବିଠଲ୍‌ଙ୍କୁ ଏକ ଲକ୍ଷ ଟଙ୍କାର ଅଫର୍‌ ଦେଇଥିଲେ। ଏଥିରେ ଗଣେଶଙ୍କ ବାପା ବହୁତ ଦୁଃଖିତ ହୋଇଥିଲେ। ପୁଅକୁ କୁଆଡ଼େ ବି ଏକା ଯିବାକୁ ଦେଇ ନ ଥିଲେ। ଗଣେଶ ଭଲ ପଢୁଥିଲେ। ତେଣୁ ସଫଳତାର ସହ ଆଗକୁ ବଢି ଚାଲିଲେ। ପିଲାଦିନୁ ଡାକ୍ତର ହେବାର ସ୍ବପ୍ନ ଥିଲା। ତେଣୁ ସେ ଦିଗରେ ପଢିବାକୁ ଲାଗିଲେ। ପରେ ଏବିବିଏସ୍‌ ପାଇଁ ଆବେଦନ କଲେ। ହେଲେ ମେଡିକାଲ କାଉନ୍ସିଲ ଅଫ୍‌ ଇଣ୍ଡିଆ ତାଙ୍କ କମ୍‌ ଉଚ୍ଚତା ପାଇଁ ଆବେଦନ ରଦ୍ଦ କରିଦେଲେ। ଏହା ତାଙ୍କ ପ୍ରତି ଅନ୍ୟାୟ ବୋଲି ମନେ କରି ସେ ନିଜ ସ୍କୁଲ ପ୍ରିନ୍ସିପାଲଙ୍କ ସାହାଯ୍ୟରେ କଲେକ୍ଟର, ରାଜ୍ୟ ଶିକ୍ଷା ମନ୍ତ୍ରୀ ଏବଂ ଗୁଜରାଟ ହାଇକୋର୍ଟ ପର୍ଯ୍ୟନ୍ତ ଗଲେ। ହେଲେ କେଉଁଠାରୁ ସାହାଯ୍ୟ ମିଳିବା ନ ଥିଲା। ପରେ ସେ ସୁପ୍ରିମକୋର୍ଟ ଗଲେ। ୨୦୧୮ରେ ସୁପ୍ରିମକୋର୍ଟ ଗଣେଶଙ୍କ ସପକ୍ଷରେ ରାୟ ଶୁଣାଇଲେ। ୨୦୧୯ରେ ଗଣେଶ ଏମ୍‌ବିବିଏସ୍‌ରେ ଆଡ୍‌ମିଶନ ହେଲେ। ପରେ ଭବାନୀ ନଗରର ସର୍‌-ଟି ହସ୍ପିଟାଲରେ ଇଣ୍ଟର୍ନଶିପ କଲେ। ଗଣେଶ କହନ୍ତି,”ପ୍ରଥମେ ତ ରୋଗୀ ମତେ ଦେଖି ଚକିତ ହୋଇ ଯାଉଥିଲେ। ଡାକ୍ତର ବୋଲି ବିଶ୍ୱାସ କରୁ ନ ଥିଲେ। ହେଲେ ଯେବେ ମୋର ରୋଗୀ ଦେଖିବା ଶୈଳୀ ଓ ପ୍ରତିଭା ଜାଣିଲେ ମୋ ପ୍ରତି ସେମାନଙ୍କ ମନୋଭାବ ବଦଳିଲା।“


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri