Categories: ଫୁରସତ

ଏହି ପେଣ୍ଟିଂକୁ ହଟାଯାଇଥିଲା ପ୍ରଦର୍ଶନୀରୁ: ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟିଂ ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ ବୋଲି କୁହାଯାଏ। ଏହାକୁ ଦେଖିଲେ ଯେ, କେହିବି ଭୟ କରିବ। ଏକ କାରଣ ଲାଗି ପେଣ୍ଟିଂକୁ ପ୍ରଦର୍ଶନୀରୁ ହଟାଇ ବାକୁ ପଡ଼ିଥିଲା। ଜାଣନ୍ତୁ ସେ ସମ୍ପର୍କରେ।

ଲଭ ଲେଟର୍ସ ରେପ୍ଲିକା
ଲଭ ଲେଟର୍ସ ରେପ୍ଲିକା ନାମକ ଏହି ଚିତ୍ରରେ ଏକ ସୁନ୍ଦର ଛୋଟ ଝିଅର ଗୋଟିଏ ହାତରେ ଗୋଲାପ ଏବଂ ଗୋଟିଏ ହାତରେ ଏକ ଚିଠ ଅଛି। ଏହି ଚାରି ବର୍ଷର ଝିଅ ପଛରେ ଏକ ସତ୍ୟ କାହାଣୀ ରହିଛି। ଶିଶୁ କନ୍ୟା ସାମନ୍ତ ହ୍ୟୁଷ୍ଟନ ଜଣେ ଆମେରିକୀୟ ସିନେଟରଙ୍କ ଝିଅ ଥିଲେ। ଯିଏ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୧୮୮୭ ମସିହାରେ, ଏହି ଝିଅର ଚିତ୍ର କରାଯାଇ ଏକ ପ୍ରଦର୍ଶନୀରେ ରଖାଯାଇଥିଲା। ମାତ୍ର ଏହି ପେଣ୍ଟିଂକୁ ଅଳ୍ପ ସମୟ ମଧ୍ୟରେ ହଟାଇବାକୁ ପଡିଥିଲା । ଦର୍ଶକମାନେ କହିଛନ୍ତି ଯେ, ଯଦି ଆପଣ ଏହି ପେଣ୍ଟିଂକୁ ୧ ମିନିଟ୍‌ ପର୍ଯ୍ୟନ୍ତ ଦେଖନ୍ତି, ସେଥିରେ ଭଙ୍ଗୀ ବଦଳୁଥିବା ଦେଖାଯାଇଥାଏ। ଏହି ପେଣ୍ଟିଂ ଲୋକଙ୍କୁ ଭୟଭୀତ କରେ।

Share