Posted inଜାତୀୟ

ଏହି ରାଜ୍ୟର ଏମପି ହେଉଛନ୍ତି ଦେଶର ସବୁଠାରୁ ଧନୀ, ଜାଣନ୍ତୁ ଓଡିଶାରୁ କିଏ..

ନୂଆଦିଲ୍ଲୀ,୧୪।୩: ଆପଣ ଜାଣିଛନ୍ତି କି, ଲୋକ ସଭା ଓ ରାଜ୍ୟ ସଭାରେ କେଉଁ ଏମପି ସବୁଠାରୁ ଅଧିକ ଧନୀ ଅଟନ୍ତି। ସେପ୍ଟେମ୍ବର ୨୦୨୩ ରେ, ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ADR) ଓ ଆସୋସିଏଶନ ନ୍ୟାଶନାଲ ଇଲେକ୍ଟୋରାଲ ୱାଚ (NEW) ଦ୍ୱାରା ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଦେଶର ସମସ୍ତ ଏମପିଙ୍କ ବିଷୟରେ ଅନେକ ତଥ୍ୟ ଦିଆଯାଇଥିଲା। ଜାଣିଲେ ତାଜୁବ ହେବେ ୟୁପି ଓ ବିହାରର କୌଣସି ବି ଏମପି ଏହି ଧନୀ ତାଲିକାରେ ନାହାନ୍ତି।

ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟରେ ଦେଶର ସବୁଠାରୁ ଧନୀ ଏମପି ତେଲଙ୍ଗାନାରେ ଅଛନ୍ତିି। ରାଜ୍ୟର ଲୋକସଭା ଏବଂ ରାଜ୍ୟସଭା ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୩୮.୩୩ କୋଟି ଟଙ୍କା। ତେଲଙ୍ଗାନାର ୨୪ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨.୨୬ କୋଟି ଟଙ୍କା। ଏହା ପରେ ଆନ୍ଧ୍ରପ୍ରଦେଶର ୩୬ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୧୫୦.୭୬ କୋଟି ଟଙ୍କା। ସେହିଭଳି ପଞ୍ଜାବର ୨୦ ଜଣ ଏମପିଙ୍କ ହାରାହାରି ସମ୍ପତ୍ତି ହେଉଛି ୮୮.୯୪ କୋଟି ଟଙ୍କା। କେବଳ ଏତିକି ନୁହେଁ ଦେଶର ପ୍ରାୟ ୫୩ ଜଣ ଏମପିଙ୍କ ନାମ ବିଲିୟନେୟାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି, ଯାହା ମୋଟ ଏମପିଙ୍କ ମାତ୍ର ୭ ପ୍ରତିଶତ ଅଟେ।

ଲାକ୍ଷାଦ୍ୱୀପ ଏମପିଙ୍କର ସବୁଠାର କମ୍‌ ସମ୍ପତ୍ତି ରହିଛି। ଏହି ଏମପିଙ୍କର ହାରାହାରି ସମ୍ପତ୍ତି ୯.୩୮ ଲକ୍ଷ ଟଙ୍କା । ଏହା ପରେ ତ୍ରିପୁରାର ତିନିଜଣ ଏମପିଙ୍କ ହାରାହାରି ସମ୍ପତ୍ତି ୧.୦୯କୋଟି ଟଙ୍କା। ସେହିଭଳି ମଣିପୁରର ୩ ସାଂସଦ ଅଛନ୍ତି, ଯାହାଙ୍କ ହାରାହାରି ସମ୍ପତ୍ତି ୧.୧୨ କୋଟି ଟଙ୍କା । ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ର ରିପୋର୍ଟ ଅନୁଯାୟୀ ଦେଶର ମୋଟ ଏମପିଙ୍କ ମଧ୍ୟରୁ ୫୩ ଜଣ ଏମପିଙ୍କୁ କୋଟିପତି ତାଲିକାରେ ରଖାଯାଇଛି। ଏଥିମଧ୍ୟରୁ ୭ ଜଣ ଏମପି ତେଲଙ୍ଗାନାର, ୯ ଜଣ ଏମପି ଆନ୍ଧ୍ରପ୍ରଦେଶର ଏବଂ ଦୁଇଜଣ ଏମପି ଦିଲ୍ଲୀର ଅଟନ୍ତି। ସେହିପରିି ପଞ୍ଜାବର ୪ ଏମପି, ଉତ୍ତରପ୍ରଦେଶର ୧ , ମହାରାଷ୍ଟ୍ରର ୬ ଜଣ ଏବଂ କର୍ନାଟକର ୩ ଜଣ ଏମପି କୋଟିପତି ଅଟନ୍ତି। ଏହିସବୁ ଏମପିମାନେ ସେମାନଙ୍କର ନିର୍ବାଚନ ଆଫିଡିବେଟରେ ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଘୋଷଣା କରିଛନ୍ତି। ଏହି ତାଲିକାରେ ଓଡିଶାର କୌଣସି ଏମପିଙ୍କ ନାଁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri