Categories: Video

This is why Himesh got angry on Ranu Mondal । କାହିଁକି ରାନୁ ମଣ୍ଡଳଙ୍କ ଉପରେ ରାଗିଲେ ହିମେଶ ?

In this episode of Cine Jhalak, we bring you why Himesh Reshammiya became angry on Ranu Mondal, Hindi movie actresses who went under the knife to enhance their beauty, the sexiest woman of Asia, Shahrukh’s reservations on donning the director’s hat and how Dabangg 3 managed to collect Rs 150 crore even before its release. Do watch!

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା କାହିଁକି ରାନୁ ମଣ୍ଡଳଙ୍କ ଉପରେ ରାଗିଲେ ହିମେଶ? ବଲିଉଡର କେଉଁ ସବୁ ଅଭିନେତ୍ରୀ ନିଜ ସୌନ୍ଦର୍ଯ୍ୟ ଲାଗି କରାଇଛନ୍ତି ପ୍ଲାଷ୍ଟିକ୍ ସର୍ଜରୀ ? ୨୦୧୯ ରେ ଏସିଆର ସବୁଠୁ ସେକ୍ସି ମହିଳା କିଏ ? କାହିଁକି ନିର୍ଦ୍ଦେଶକ ହେବାକୁ ଡରନ୍ତି ବଲିଉଡ୍ ବାଦଶାହା ଶାହାରୁଖ ଖାନ୍ ? କେମିତି ରିଲିଜ ପୂର୍ବରୁ ଦବଙ୍ଗ ୩,୧୫୦ କୋଟିରୁ ଅଧିକ ଆୟ କରିସାରିଲାଣି ।