Posted inVideo

This is why August 15 was chosen as Independence Day | କାହିଁକି ଅଗଷ୍ଟ ୧୫

Featured Video Play Icon

August 15, 1947 is a remarkable day in Indian history. This is the day when we won our freedom from the British ending more than 200 years of foreign rule. While most people in the country are aware of the above facts, very few know why August 15 was chosen as the date for declaration of independence. We bring you the story behind it. ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ। ଏହି ତାରିଖ ଇତିହାସ ପୃଷ୍ଠାର ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇରହିଛି। ଏହିଦିନ ହିଁ ସବୁ ଭାରତୀୟଙ୍କ ପାଦରୁ ଯେମିତି ଖୋଲିଯାଇଥିଲା ପରାଧୀନତାର ବେଡ଼ି। ତେବେ କେବେ ଭାବିଛନ୍ତି ୧୯୪୭ ମସିହାରେ ମିଳିଥିବା ଏହି ସ୍ବାଧୀନତା ପାଇଁ କାହିଁକି ଅଗଷ୍ଟ ୧୫ ତାରିଖକୁ ହିଁ ବଛାଯାଇଥିଲା। ଏହା ପଛରେ ଥିବା କାହାଣୀକୁ ଚାଲନ୍ତୁ ଜାଣିବା ଏହି ଭିଡ଼ିଓରୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଏଣିକି ପିଲାଙ୍କ ଘରକୁ ଯିବେ ସ୍କୁଲ ଶିକ୍ଷକ | Education | School Students | Dharitri

ପିଲା ସ୍କୁଲ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ । ଘରକୁ ଯାଇ ବୁଝିବେ ସ୍କୁଲ ନ ଆସିବାର କାରଣ, ଡିଇଓ-ବିଇଓଙ୍କୁ ସ୍କୁଲ୍ ଓ ଗଣଶିକ୍ଷା…

Featured Video Play Icon

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଏକ ସେମିନାରରେ ଯୋଗ ଦେବାକୁ ବିମାନରେ ମଧ୍ୟରାତ୍ରରେ ରାୟପୁର ଯାତ୍ରା କରୁଥିଲେ କଟକ ଏସସିବି ମେଡିକାଲ ସର୍ଜରୀ ବିଭାଗର ଡ଼ାକ୍ତର ଜ୍ୟୋତିର୍ମୟ ନାୟକ । ସେହି ବିମାନରେ…

Featured Video Play Icon

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଗତକାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ଏଡିସିପି ସଞ୍ଜୟ…

Featured Video Play Icon

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ଆଜିଠାରୁ ଖୋଲା ପେଟ୍ରୋଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଓଡ଼ିଶାରେ ପେଟ୍ରୋଲ ପମ୍ପରୁ ବୋତଲ କିମ୍ବା ଅନ୍ୟ କୌଣସି ଜାରରେ ଗ୍ରାହକ ପେଟ୍ରୋଲ ଆଣିପାରିବେ ନାହିଁ ।

Featured Video Play Icon

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ଏମିତି ମନ୍ଦିର, ଯେଉଁଠି ଭକ୍ତ ଲେଖିଥିବା ଚିଠି ପଢନ୍ତି ମା ହସନମ୍ବା । ଚିଠିରେ ମନସ୍କାମନା ଲେଖିଲେ ପୂରଣ ହୁଏ ଇଚ୍ଛା ।

Featured Video Play Icon

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ଶେଷ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Featured Video Play Icon

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ | Suna Besha 2025

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week
Why Dharitri