Categories: ଫୁରସତ

ଶୀତରୁ ରକ୍ଷା ପାଇଁ ମାଙ୍କଡ଼ ଆପଣାଉଛି ଏମିତି ଉପାୟ, ଦେଖିଲେ ହସିହସି ଗଡ଼ିଯିବେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିଯିବେ ଯିବେ। ଭିଡିଓରେ ଏକ ମାଙ୍କଡ଼କୁ ବରଫ ପାହାଡ଼ରେ ଥିବା ଦେଖିବାକୁ ମିଳିଛି। ବରଫ ପଡ଼ୁଥିବା କାରଣରୁ ତାକୁ ଶୀତ ହେଉଛି। ନିଜକୁ ଶୀତରୁ ରକ୍ଷା ପାଇଁ ସେ ବିଭିନ୍ନ କୌଶଳ ଆପଣାଇ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି।

Share