Posted inଫୁରସତ

୧୩ ଅକ୍ଟୋବରରେ ମହାକାଶରେ ଦେଖାଯିବ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ଆଉ ୩ ଦିନ ପରେ ଅର୍ଥାତ୍‌ ୧୩ ଅକ୍ଟୋବରରେ ମହାକାଶରେ ଏପରି କିଛି ହେବ ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହିଦିନ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ। ଜ୍ୟୋତିର୍ବିଜ୍ଞାନୀ ଏବଂ ମଙ୍ଗଳଗ୍ରହକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟ ଦେଖିବା ପାଇଁ ବହୁତ ଉତ୍ସାହ ରହିଛି। ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ଏବଂ ପୃଥିବୀ ସିଧାସଳଖ ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ ହେବ। ମଙ୍ଗଳଗ୍ରହ ଏବଂ ପୃଥିବୀର ଏକତ୍ର ଗତି ହେତୁ ମଙ୍ଗଳଗ୍ରହ ସୂର୍ଯ୍ୟୋଦୟ ସମୟରେ ଲୋକମାନେ ଆକାଶରେ ଦେଖିପାରିବେ। ସେହି ସମୟରେ ଗ୍ରହଗୁଡିକ ଟେଲିସ୍କୋପରେ ଉଜ୍ଜ୍ୱଳ ଏବଂ ସବୁଠାରୁ ସ୍ପଷ୍ଟ ଆକାରରେ ଦେଖାଯିବ।

ସୂଚନାନୁସାରେ, ଅକ୍ଟୋବର ୬ରେ ପୃଥିବୀ ନିକଟତମ ଥିଲା। ଯାହା ଗ୍ରହର କକ୍ଷପଥର ଆକାର ଏବଂ ପ୍ରବୃତ୍ତି ହେତୁ ମାତ୍ର ୬୨ ନିୟୁତ କିଲୋମିଟର ଦୂରରେ ଥିଲା। ମଙ୍ଗଳ ଚନ୍ଦ୍ରଠାରୁ ୧୬୦ ଗୁଣ ଅଧିକ ଦୂରରେ ଏବଂ ଏହା ୨୦୩୫ ପର୍ଯ୍ୟନ୍ତ ଆଉ ଦେଖାଯିବ ନାହିଁ।

ଏହି ବିରଳ ତଥା ଚମତ୍କାର ଦୃଶ୍ୟ ଦେଖିବାକୁ ଆପଣ ଅପେକ୍ଷା କରନ୍ତୁ। ଏହିଦିନ ସନ୍ଧ୍ୟାରେ ଯଦି ଆକାଶ ସ୍ବଚ୍ଛ ବା ନିର୍ମଳ ରହେ ତେବେ ଏହି ଦୃଶ୍ୟ ପୂର୍ବ ଦିଗରେ ଦେଖାଯିବ। ଏହାର କମଳା ରଙ୍ଗର ଦେଖାଯିବ।

ମଙ୍ଗଳଗ୍ରହ ମଧ୍ୟରାତ୍ରିରେ ଦକ୍ଷିଣ ଦିଗକୁ ଗତି କରିବ। ଯଦି ଆପଣଙ୍କର ଏକ ଉଚ୍ଚ ଗୁଣସମ୍ପନ୍ନ ଦୂରବୀକ୍ଷଣ ଯନ୍ତ୍ର ଅଛି, ତେବେ ଖାଲି ଆଖିରେ ତାରା ପରି ଦେଖାଯାଉଥିବା ଏକ ଗ୍ରହ ଚନ୍ଦ୍ର ପରି ସ୍ପଷ୍ଟ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri