ଅନ୍ୟମାନଙ୍କଠାରୁ ଢ଼େରଗୁଣା ଅଧିକ ଆକର୍ଷକ ହୋଇଥାନ୍ତି ଏହି ୪ ରାଶିର ଲୋକେ; ସହଜରେ ଜିଣି ନିଅନ୍ତି ହୃଦୟ

ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ବିଷୟରେ ଅଧ୍ୟୟନ କରାuଯାଇଛି। ପ୍ରତ୍ୟେକ ରାଶିର ବିଶେଷତା ଏବଂ ସ୍ବଭାବ ଭିନ୍ନ ଥାଏ। ଏହାଦ୍ୱାରା କୌଣସି ବ୍ୟକ୍ତିର ଗୁଣ ଓ ଦୋଷ ବିଷୟରେ ସହଜରେ ଜଣାପଡ଼ିଥାଏ। ତେବେ ଏଭଳି ୪ ରାଶି ଅଛି ଯେଉଁଥିରେ ଜନ୍ମିତ ଯୁବକ/ଯୁବତୀଙ୍କ ପର୍ସନାଲିଟି ବେଶ୍‌ ଆକର୍ଷକ ହୋଇଥାଏ। ଏଥିଯୋଗୁ ସମସ୍ତେ ଶୀଘ୍ର ତାଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି। ଜାଣନ୍ତୁ…

ମିଥୁନ: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମିଥୁନ ରାଶିର ବ୍ୟକ୍ତି ବହୁତ ଆକର୍ଷକ ସ୍ବଭାବର ହୋଇଥାନ୍ତି। ଏମାନେ ଶୀଘ୍ର ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇଥାନ୍ତି। କଥା କହିବାରେ ଏମାନେ ମାହିର ହୋଇଥିବା ବେଳେ ଏମାନଙ୍କ ସ୍ବଭାବ ଶାନ୍ତ ହୋଇଥାଏ। ଏମାନଙ୍କର ବନ୍ଧୁ ସଂଖ୍ୟା ଅଧିକ। ରୋମାଣ୍ଟିକ୍‌ ସ୍ବଭାବର ହୋଇଥିବା ହେତୁ ଏମାନଙ୍କର ଲଭ୍‌ଲାଇଫ ଚର୍ଚ୍ଚାରେ ଥାଏ।

ସିଂହ ରାଶି: ସିଂହ ରାଶି ଜାତକଧାରୀ ଲୋକ ସମସ୍ତଙ୍କ ହୃଦୟରେ ଜାଗା ସୃଷ୍ଟି କରିବାରେ ସଫଳ ହୋଇଥାନ୍ତି। ଏମାନଙ୍କ କଥା କହିବାର ଶୈଳୀ ଅନ୍ୟକୁ ପ୍ରଭାବିତ କରେ। ଅନ୍ୟକୁ ସହଜରେ ନିଜ ଆଡ଼କୁ ଆକର୍ଷିତ କରିବାରେ ଏମାନେ ସଫଳ ହୋଇଥାନ୍ତି। ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। କାହା ସାମ୍ନାରେ କିଭଳି କଥା ହେବା ଉଚିତ ଏମାନଙ୍କୁ ବେଶ ଭଲ ଭାବେ ଜଣାଥାଏ।

ତୁଳା ରାଶି: ଏହି ରାଶିର ଜାତକଧାରୀ ବେଶ ଆକର୍ଷକ ହୋଇଥାନ୍ତି। ଏମାନଙ୍କ ଜୀବନରେ ପ୍ରତିଟି ସମ୍ପର୍କର ଗୁରୁତ୍ୱ ରହିଥାଏ। ଲୋକ ଏମାନଙ୍କର ସରଳତା ଦେଖି ଆକର୍ଷିତ ହୋଇଯାଇଥାନ୍ତି। ଏମାନେ ଯେଉଁଠିକୁ ଯାଆନ୍ତି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି। ସହଜରେ ଏମାନେ ସମସ୍ତଙ୍କ ସହ ବନ୍ଧୁତା କରିଥାନ୍ତି।

ମକର ରାଶି: ମକର ରାଶି ଜାତକଧାରୀ ସମସ୍ତଙ୍କୁ ନିଜ କଥାରେ ପ୍ରଭାବିତ କରିନିଅନ୍ତି। ଏମାନେ କଥା କହିବାରେ ମାହିର ହୋଇଥାନ୍ତି। ବିଶେଷକରି ଏମାନଙ୍କ ଷ୍ଟାଇଲ ସମସ୍ତଙ୍କଠାରୁ ଅଲଗା ହୋଇଥାଏ। ଏହି ଲୋକଙ୍କ ବ୍ୟକ୍ତିତ୍ୱ ଧନୀ ଏବଂ ବହୁତ ଆକର୍ଷକ ହୋଇଥାଏ। ସମସ୍ତେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri