Categories: ଫୁରସତ

ଖାଦ୍ୟକୁ ନେଇ ୨ ବିଲେଇଙ୍କ ମଧ୍ୟରେ ହେଲା ଲଢେଇ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ହାତୀ ହାତୀ ମଧ୍ୟରେ ଲଢେଇ ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ ଲଢେଇ। ବର୍ତ୍ତମାନ ଖାଦ୍ୟ ପାଇଁ ୨ ବିଲେଇଙ୍କ ମଧ୍ୟରେ ଝଗଡା ହୋଇଛି। ପରେ ଉଭୟ ବିଲେଇ କୁଙ୍ଗ-ଫୁ କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି।  ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ରଖିଛନ୍ତି।

Share