Categories: Video

ଦଙ୍ଗା ପାଇଁ ହୋଇଥିଲା ଷଡଯନ୍ତ୍ର

୨୦୨୦ ଫେବୃଆରୀ ୨୩ ,ଦେଶର ସବୁଠାରୁ ହାଇ ସିକ୍ୟୁରୁଟି ଜୋନ୍ କୁହାଯାଉଥିବା ଦିଲ୍ଲୀ ଦଙ୍ଗା ଥରହର କରି ଦେଇଥିଲା ସାରା ଦେଶକୁ । ଯେଉଁ ଦଙ୍ଗାରେ ୩୬  ଜଣ ମୁସିଲିମ୍‌ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ହିନ୍ଦୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।