ଘରେ ଧନର ଅଭାବ ଦେଖା ଦେଉଛି କି : ମା’ ଲଷ୍ମୀଙ୍କ ଗୋଟଏ ଫଟୋ ବଦଳାଇଦେବ

ବେଳେବେଳେ ଏମିତି ବି ହୁଏ, ବିଭିନ୍ନ ସୂତ୍ରରୁ ଘରକୁ ପଇସା ଆସୁଥିଲେ ବି କିଛି ନା କିଛି କାରଣ ପାଇଁ ତାହା ଖର୍ଚ୍ଚ ହୋଇଯାଉଥାଏ। ଘରେ ଯେଉଁ ଅଭାବକୁ ସେହି ଅଭାବ ଲାଗି ରହେ। ଏଭଳି କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ବିଶ୍ୱାସ କରାଯାଏ। ଏ ସମସ୍ୟାର କିଭଳି ସରଳ ସମାଧାନ ହୋଇପାରିବ, ସେ ନେଇ ଜାଣନ୍ତୁ କିଛି ବାସ୍ତୁ ଟିପ୍ସ…
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଘରେ ସକାରାତ୍ମକ ଊର୍ଜା ସଞ୍ଚାର କରିବା ସହିତ ପରିବାରରେ ଉନ୍ନତି ଆଣିଥାଏ।
* ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ବିଶ୍ୱାସ ରହିଛି, ଏହି ଦିଗରେ ପଦ୍ମାସନରେ ବିରାଜିତା ମାତା ଲକ୍ଷ୍ମୀଙ୍କର ଏଭଳି ଏକ ଫଟୋ ରଖିବେ; ଯେଉଁଥିରେ ମାତା ଲକ୍ଷ୍ମୀଙ୍କ ହସ୍ତରୁ ସୁନା କଏନ୍‌ ପଡୁଥିବାର ଚିତ୍ର ଥିବ। ଏହି ଫଟୋ ଘରର ସୁଖ ସମୃଦ୍ଧି ବୃଦ୍ଧି କରିଥାଏ।
* ସୁନା ହେଉ କି ରୁପା କଏନ୍‌କୁ ନାଲି କପଡ଼ାରେ ବାନ୍ଧି ତାକୁ ଏକ ମାଟି ପାତ୍ରରେ ରଖି ସେଥିରେ କିଛି ଅରୁଆ ଚାଉଳ ଭର୍ତ୍ତି କରି ଉକ୍ତ ପାତ୍ରକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିଲେ, ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ ବୋଲି ବିଶ୍ୱାସ ରହିଛି।
* ମାଟି ପାତ୍ରରେ ଜଳ ଭର୍ତ୍ତି କରି ତାହାକୁ ଘରର ଉତ୍ତର ଦିଗରେ ରଖି ନିୟମିତ ବ୍ୟବଧାନରେ ସେଥିରୁ ପାଣି ବଦଳାଉଥିଲେ, ଘରର ଉନ୍ନତି ହୋଇଥାଏ।
* ଘରର ଉତ୍ତର ଦିଗରେ ବାସ୍ତୁ କଇଁଛ ଅଥବା ବାସ୍ତୁ ମାଛର ପ୍ରତିମା ରଖିବା ବି ଘର ପାଇଁ ଶୁଭ ହୋଇଥାଏ। ଏହି ପ୍ରତିମାକୁ ଖାଲିରେ ନ ରଖି କୌଣସି ପାଣି ପାତ୍ରରେ ସାମାନ୍ୟ ବୁଡ଼ାଇ ରଖିଲେ ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

୨୦୨୬ ଆରମ୍ଭରୁ ୪ ଅଦ୍ଭୁତ ରାଜଯୋଗ: ଏସବୁ ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ସଫଳତା ସହ ଅପାର ଧନଲାଭ…

ଆଉ ଦୁଇ ସପ୍ତାହ ପରେ ଆସିବ ନୂଆବର୍ଷ ୨୦୨୬। ଏହାକୁ ନେଇ ଏବେଠାରୁ  ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି। ଏମିିତିରେ ଜ୍ୟୋତିଷମାନେ ମଧ୍ୟ ନୂଆ ବର୍ଷ କାହାପାଇଁ...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri