Posted inଫୁରସତ

ଅନ୍‌ଲାଇନ୍‌ରେ ଯୁବତୀ ଅର୍ଡର କରିଥିଲେ ଡ୍ରେସ୍‌, ଘରେ ପହଞ୍ଚିଲା…

ଅନ୍‌ଲାଇନ୍‌ ଶପିଂର କ୍ରେଜ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି, କିନ୍ତୁ ଲୋକେ ଅଭିଯୋଗ କରନ୍ତି ଯେ, ସେମାନେ ଓ୍ବେବ୍‌ସାଇଟ୍‌ରେ ଡ୍ରେସ୍‌ର ଫଟୋ ଏବଂ ରଙ୍ଗ ଦେଖନ୍ତି। ଯେତେବେଳେ ସେହି ସାମଗ୍ରୀ ଘରେ ପହଞ୍ଚେ ସେତେବେଳେ ଏହା ଅର୍ଡରଦାତାଙ୍କୁ ପସନ୍ଦ ଆସେ ନାହିଁ। ଏହାର କାରଣ ହେଉଛି ଅଧିକାଂଶ ଡ୍ରେସ୍‌ ପତଳା ମଡେଲଙ୍କ ଶରୀରରେ ପ୍ରଦର୍ଶିତ ହୋଇଥାଏ। ଯେହେତୁ ଏହାକୁ ପିନ୍ଧିବା ଠିକ୍‌ କି ନୁହେଁ ତାହା ଜାଣିବା କଷ୍ଟକର। କିନ୍ତୁ ଅନ୍‌ଲାଇନ୍‌ରେ ଡ୍ରେସ୍‌ ଅର୍ଡର କରିଥିବା ଜଣେ ଯୁବତୀଙ୍କ  କ୍ଷେତ୍ରରେ ଏମିତି ଅଜବ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଯୁବତୀ ଜଣଙ୍କ ଅନ୍‌ଲାଇନ୍‌ ଶପିଂ ପୋର୍ଟାଲରୁ ନିଜ ପାଇଁ ଏକ ଡ୍ରେସ୍‌ ଅର୍ଡର କରିଥିଲେ। ସେହି ଡ୍ରେସ୍‌ଟି କଳା ରଙ୍ଗ ରେଶମ କପଡ଼ାରେ ତିଆରି ହୋଇଥିବାର ଦେଖି ଅର୍ଡର କରିଥିଲେ। ମାତ୍ର ଯେତେବେଳେ ଅର୍ଡରଟି ତାଙ୍କ ଘରେ ପହଞ୍ଚିଲା ସେତେବେଳେ ଡ୍ରେସ୍‌ର ଡିଜାଇନ କଳା ରଙ୍ଗର ଏକ ଜରି ବ୍ୟାଗ୍‌ ପରି କପଡ଼ା ବାହାରିଲା। ମ୍ୟାକେଜି ନାମକ ଏହି ଯୁବତୀ ତାଙ୍କ ଶପିଂର ଏକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଏଥିରେ କ୍ୟାପଶନ ଲେଖିଛନ୍ତି, ଏଥିରେ ଟଙ୍କା ଭର୍ତ୍ତି ହୋଇଛି। ଏମିତି ଟଙ୍କା ବ୍ୟାଗ୍‌ ମୁଁ ଚାହୁଁଛି।

ଜଣେ ୟୁଜର ଲେଖିଛନ୍ତି, ଯେମିତି ଲାଗୁଛି ଆପଣ ଡ୍ରେସ୍‌ ପିନ୍ଧି ନାହାନ୍ତି ପରଦା ଢାଙ୍କି ହୋଇଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ଅଳିଆ ବ୍ୟାଗ୍‌। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୁଁ ବି ଏମିତି ଗୋଟିଏ ଅର୍ଡର କରିଥିଲି। ଉତ୍ତରରେ ମ୍ୟାକେଜି ଲେଖିଛନ୍ତି, ଠିକ୍‌ ଅଛି, ଚେତାବନୀ ପାଇଁ ସମସ୍ତଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri