ମାଡ଼ି ଆସୁଛି ଏହି ଭାଇରସ୍‌, କରିଦେବ କୋମା, ଜାଣି ରଖନ୍ତୁ…

ଭୁବନେଶ୍ୱର,୧୪ା୧: ସୋମବାର ପଶ୍ଚିମବଙ୍ଗର ଭାଇରସ୍‌ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ ଲାବୋରେଟୋରୀରେ ନିପା ଭାଇରସ୍‌ ଚିହ୍ନଟ ହେବା ପରେ ଏବେ ଓଡ଼ିଶାକୁ ଭୟ ଘାରିଛି।

ନିପା ଭାଇରସ ଏମିତି ଏକ ରୋଗ ଯାହା ଘୁଷୁରି ଏବଂ ବାଦୁଡ଼ି ଭଳି ପ୍ରାଣୀଠାରୁ ମଣିଷ ଶରୀରକୁ ସ୍ଥାନାନ୍ତରିତ ହୁଏ। ପରେ ଏହି ଭାଇରସ୍‌ ମଣିଷଠାରୁ ମଣିଷକୁ ମଧ୍ୟ ସଂକ୍ରମଣ ହୋଇଥାଏ। ଏହା ରୋଗୀଙ୍କ ମଧ୍ୟରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ସୃଷ୍ଟି କରେ। ଏହି ସଂକ୍ରମଣ ଏନ୍‌ସେଫାଲାଇଟିସ ମଧ୍ୟ ସୃଷ୍ଟି କରିପାରେ, ଯାହା କୋମା ଏବଂ କିଛି କ୍ଷେତ୍ରରେ ମାୟୋକାର୍ଡାଇଟିସ ପରି ରୋଗ ଦେଖାଦିଏ।

ରିପୋର୍ଟରୁ ପ୍ରକାଶ ଯେ, ପଶ୍ଚିମବଙ୍ଗର ଦୁଇ ସ୍ବାସ୍ଥ୍ୟକର୍ମୀ ଜଣେ ପୁରୁଷ ଏବଂ ଜଣେ ମହିଳା, ଉତ୍ତର ୨୪ ପ୍ରଗଣା ଜିଲାର ବାରାସତର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଅସୁସ୍ଥ ହେବା ପୂର୍ବରୁ ସେମାନେ ଡିସେମ୍ବରରେ ପୂର୍ବ ମେଦିନୀପୁର ଏବଂ ପୂର୍ବ ବର୍ଦ୍ଧମାନରେ ନିଜ ଘରକୁ ଯାଇଥିଲେ। ସେମାନଙ୍କର ରାଜ୍ୟ ବାହାରକୁ ଯାତ୍ରା କରିବାର କୌଣସି ହିଷ୍ଟ୍ରି ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ରାଜ୍ୟ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା DA, ପେନଶନଭୋଗୀଙ୍କୁ…

ନୂଆଦିଲ୍‌ଲୀ,୪।୩: ହୋଲି ଅବସରରେ, ମଧ୍ୟପ୍ରଦେଶ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ମିଳିଛି। ମୋହନ ଯାଦବଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ମହଙ୍ଗା ଭତ୍ତା…

କଳା ଚଷମା ପିନ୍ଧି ହୋଲି ଖେଳିଲେ ଯୋଗୀ ଆଦିତ୍ୟନାଥ, କହିଲେ ଭାରତ ହେଉଛି…

ଲକ୍ଷ୍ନୌ,୪ା୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଲି ଖେଳିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଗର୍ବିତ ହେବାକୁ ଆହ୍ବାନ ଦେଇ କହିଛନ୍ତି, ମାନବ ଜୀବନରେ ମର୍ଯ୍ୟାଦା, ଜୀବନଶକ୍ତି,…

ସୂର୍ଯ୍ୟକୁମାରଙ୍କୁ ବଡ଼ ଝଟ୍‌କା: ସେମିଫାଇନାଲ୍‌ ପୂର୍ବରୁ…

ନୂଆଦିଲ୍ଲୀ,୪।୩: ଟି୨୦ ବିଶ୍ୱକପ ମଧ୍ୟରେ ଆଇସିସି ଅନ୍ତର୍ଜାତୀୟ ଟି୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଭାରତୀୟ ବ୍ୟାଟସମ୍ୟାନ ଏବଂ ବୋଲରଙ୍କ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ସଞ୍ଜୁ…

T୨୦ ବିଶ୍ୱକପ୍‌ ମଝିରେ ଆସିଲା ICC ର଼୍ୟାଙ୍କିଂ; ୨୫ ଖେଳାଳିଙ୍କୁ ପଛରେ ପକାଇଲେ ସଞ୍ଜୁ ସାମସନ, ହେଲେ ଅଭିଷେକ ଶର୍ମା…?

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ ୨୦୨୬ ଚାଲିଥିବା ସମୟରେ ICC ପକ୍ଷରୁ ଖେଳାଳିମାନଙ୍କର ସଦ୍ୟତମ T୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ ଜାରି କରାଯାଇଛି। ସେମିଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳର…

ପର୍ବ ଦେଖିବାକୁ ଯାଇଥିବା ବେଳେ ଯୋଡାରେ ମହିଳାଙ୍କୁ ଗଣବଳାତ୍କାର, ଦୁଇଜଣଙ୍କୁ ବାନ୍ଧିଲା ପୋଲିସ

ଯୋଡ଼ା,୪।୩(ମାନସ ମହାନ୍ତି) : କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ମାଘେ ପର୍ଵ ସମୟ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର…

ଖାମେନେଇଙ୍କ ସମର୍ଥନରେ ଟ୍ରମ୍ପ-ନେତାନ୍ୟାହୁଙ୍କ ପୋଷ୍ଟର ଜାଳିଲେ ମେହବୁବା ମୁଫତି

ନୂଆଦିଲ୍ଲୀ,୪।୩: ଭାରତରେ ଅନେକ ମୁସଲିମ ସଂଗଠନ ଏବଂ ରାଜନୈତିକ ଦଳ ଇରାନ ଉପରେ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣର ପ୍ରତିବାଦ କରୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ…

ହୋଲିରେ ଅଘଟଣ, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ….

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭଷ୍ମା ଥାନା ଅନ୍ତର୍ଗତ ଶରଧାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ଅପରାହ୍ନରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…

ହୁତୁହୁତୁ ହେଇ ଜଳୁଛି କୋରାପୁଟର ମାଉଣ୍ଟେନ ପାହାଡ଼

କୋରାପୁଟ,୪।୩(ଅମିତାଭ ବେହେରା ): ବୁଧବାର ଅପରାହ୍ନରେ କୋରାପୁଟ ସହରର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ । ହୁତୁହୁତୁ ହୋଇ ଜଳୁଥିବା ବେଳେ କେହି ନିଆଁ ଲଗାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri