Categories: ଫୁରସତ

ରାସ୍ତାରେ ଏଭଳି ନାଚିଲେ ପେମୀଯୁଗଳ, ଭାଇରାଲ ହେଉଛି ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଘୂରିବୁଲୁଛି। ତେବେ ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ପେମୀଯୁଗଳ ରାତିରେ ରାସ୍ତା ଉପରେ ମନ ଖୁସିରେ ନାଚୁଛନ୍ତି। ଯିଏ ବି ଏହି ଭିଡିଓ ଦେଖିବେ ସେ ନିଶ୍ଚିତ ଖୁସି ହୋଇଯିବେ। ଏହି ଭିଡିଓକୁ ପ୍ରେରଣ ମହେଶ୍ୱରୀ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଯାହାକୁ ହଜାର ହଜାର ଲୋକ ଦେଖିସାରିଥିବା ସହ ଅନେକ କମେଣ୍ଟ ମଧ୍ୟ କରିଛନ୍ତି।

Share