Categories: Video

The newspaper hawker turned President । ଲୋକଙ୍କ ରାଷ୍ଟ୍ରପତି

Dr APJ Abdul Kalam, popularly known as ‘Missile Man of India’ was born at Rameswaram in Tamilnadu October 15, 1931. His father was an honest and dutiful person while his mother believed in God’s existence. Kalam, who used to hawk newspapers to earn money for his family, eventually became the topmost missile scientist in the country. He also became the President of India. Let’s know something more about him on the occasion of his 88th birth anniversary…

ମିଶାଇଲ ମ୍ୟାନ୍ ନାମରେ ଜଣାଶୁଣା ଡଃ ଏ.ପି.ଜେ.ଅବଦୁଲ କଲାମଙ୍କର ଜନ୍ମ ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ତାମିଲନାଡୁର ରାମେଶ୍ବରମରେ ହୋଇଥିଲା । କଲାମଙ୍କ ବାପା ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ହୋଇଥିବା ବେଳେ ମା’ ଥିଲେ ଇଶ୍ବରବିଶ୍ବାସୀ । ପରିବାର ଲାଗି ଖବର କାଗଜ ବିକ୍ରି କରୁଥିବା କଲାମ ଦେଶର ଶ୍ରେଷ୍ଠ ଓ ମହାନ ବୈଜ୍ଞାନିକ ହୋଇପାରିଥିଲେ। ଏହା ସହିତ ସେ ଦେଶର ରାଷ୍ଟ୍ରପତି ବି ହୋଇଥିଲେ । ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆସନ୍ତୁ ତାଙ୍କ ବାବଦରେ ଅଧିକ କିଛି ଜାଣିବା ।