ହସ୍ତତନ୍ତର ଆଧୁନିକ ଅଧ୍ୟାୟ

ଭୁବନେଶ୍ୱର,୭।୮(ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ଆଜି ବିଶ୍ୱବିଦିତ। ଭାରତ ସମେତ ବିଭିନ୍ନ ଦେଶରେ ଏହାର ଭଲ ଚାହିଦା ରହିଛି। ସମ୍ବଲପୁରୀ ଶାଢ଼ୀ, ଖୋର୍ଦ୍ଧା ଗାମୁଛା, ବରମପୁରୀ ପାଟ, ବମକେଇ ପାଟ, ବାନ୍ଧ, ସୋନପୁରୀ, ହାବସ୍‌ପୁରୀ ପ୍ରମୁଖ ବିଶ୍ୱ ବଜାରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଦିନଥିଲା ଓଡ଼ିଶା ନିଜର ଏହି ସ୍ବତନ୍ତ୍ର ବସ୍ତ୍ର ରପ୍ତାନୀ କରି ଅର୍ଥନୀତି ବଜାୟ ରଖିଥିଲା। ବୁଣାକାରଙ୍କ ଆର୍ଥିକ ସ୍ଥିତି ମଧ୍ୟ ବେଶ୍‌ ଭଲ ରହୁଥିଲା। ଅଳ୍ପ କେତେକ ଅଞ୍ଚଳରେ ସୀମିତ ଥିବା ହସ୍ତତନ୍ତ, ହସ୍ତକଳା, ବୟନ ଶିଳ୍ପର ପରିସର ଧୀରେ ଧୀରେ ବ୍ୟାପକ ହେଉଥିବାବେଳେ ରାଜ୍ୟରେ ବୁଣାକାରଙ୍କ ସଂଖ୍ୟା କମିବାରେ ଲାଗିଛି। ପ୍ରୋତ୍ସାହନ ଅଭାବରୁ ଅନେକ କୌଳିକ ବୃତ୍ତିରୁ ଦୂରେଇ ଯାଉଛନ୍ତି। ଏପରିସ୍ଥିତିରେ ହସ୍ତତନ୍ତରେ ଆଧୁନିକ ଅଧ୍ୟାୟ ନୂଆ ସମ୍ଭାବନା ସୃଷ୍ଟି କରିଛି। ପାରମ୍ପାରିକ ପୋଷାକରେ ଆଧୁନିକତାର ଛାପ ଦେଖିବାକୁ ମିଳୁଛି। ହାତକାମର ନିଖୁଣ କାରିଗରୀ ଓ ନୂଆ ଡିଜାଇନ୍‌ ନିଆରା ଆକର୍ଷଣ ପାଲଟିଛି। ଏବେ ରାମ୍ପ୍‌ ଓ ଫ୍ୟାଶନ ଶୋ’ ହେଉ କି ପ୍ରଦର୍ଶନୀ, ସବୁଠି ଏଭଳି ଡିଜାଇନ୍‌ର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ସରକାର ଏହାକୁ ନେଇ ଯୋଜନା, ପ୍ରୟାସ ଓ ପ୍ରୋତ୍ସାହନ ଯୋଗାଇଦେଲେ ବୁଣାକାରଙ୍କ ମଧ୍ୟରେ ପୂର୍ବ ଉତ୍ସାହ, ଆଗ୍ରହ ବଢ଼ିବା ସହ ନିଜ ସାମଗ୍ରୀର ମାନ, ଗୁଣ ବୃଦ୍ଧି ହୋଇପାରିବ। ଏଥିସହ ଆବଶ୍ୟକ ପ୍ରଚାର ପ୍ରସାର, ବଜାର ବୃଦ୍ଧି କରାଗଲେ ସେମାନଙ୍କ ଆର୍ଥିକ ଉନ୍ନତିରେ ବେଶ୍‌ ସହାୟକ ହେବ। ଆଜି ଜାତୀୟ ହସ୍ତତନ୍ତ ଦିବସ ପରିପ୍ରେକ୍ଷୀରେ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri