ଭୁବନେଶ୍ୱର,୨୦।୧୨: ବଜାଜ ଅଟୋର ଅଗ୍ରଣୀ ମଡେଲ ପଲ୍ସରମାନିଆର ମାଷ୍ଟର୍ସ ଏଡିଶନ (ନ୍ୟାଶନାଲ ଫିନାଲେ) ନିକଟରେ ଉଦ୍ଯାପିତ ହୋଇଯାଇଛି। ଏପରିକି ମୁମ୍ବାଇଠାରେ ଶେଷ ହୋଇଥିବା ‘ପଲ୍ସରମାନିଆର ମାଷ୍ଟର୍ସ ଏଡିଶନରେ ଉପସ୍ଥିତ ଲୋକଙ୍କ ପାଇଁ ଏହା ଏକ ଆଡ୍ରେନାଲିନ୍-ଫୁଏଲଡ ଏକ୍ସପିରିଏନ୍ସ ପ୍ରଦାନ କରିଥିଲା। ବିଶେଷକରି ପଲସରମାନିଆ ମାଷ୍ଟର ସଂସ୍କରଣ ଦେଶର ପ୍ରମୁଖ ୧୦୦ ସହରରେ ଆୟୋଜନ କରାଯାଇଥିଲା। ଉକ୍ତ ସଂସ୍କରଣରେ ୨୫ ହଜାରରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ୧ଲକ୍ଷରୁ ଅଧିକ ଦର୍ଶକ ମଧ୍ୟ ଯୋଗଦାନ କରିଥିଲେ।
ଏ ସମ୍ପର୍କରେ ବଜାଜ ଅଟୋ ଲିମିଟେଡ୍ର ପ୍ରେସିଡେଣ୍ଟ (ମୋଟରସାଇକେଲ ବ୍ୟବସାୟ) ସାରଙ୍ଗ କାନାଡେ କହିଛନ୍ତି, ୨୧ବର୍ଷରୁ ଅଧିକ ସମୟ ଧରି ଆମେ ଭାରତ ବଜାରରେ ‘ପଲ୍ସାରମାନିଆକ୍ସ’ର ଏକ ଦୃଢ଼ ଅନୁସରଣ କରିଛୁ। ପଲ୍ସରମାନିଆ ମାଷ୍ଟର୍ସ ସଂସ୍କରଣ କେବଳ ପ୍ରତିଯୋଗିତା ନୁହେଁ, ଏହା ପଲ୍ସର ଆତ୍ମାର ଏକ ସମଗ୍ର ଉତ୍ସବ ହୋଇଯାଇଛି। ଏପରିକି ପଲ୍ସରମାନିଆ ମାଷ୍ଟର୍ସ ସଂସ୍କରଣ ହେଉଛି ୧୦୦ ରୁ ଅଧିକ ସହରରେ ପ୍ରତିଦ୍ୱନ୍ଦ୍ୱିତାକରି ଏକ ଯାତ୍ରା ଆରମ୍ଭ କରୁଥିବା ସ୍ପିରିଟେଡ୍ ଆରୋହୀଙ୍କ ସର୍ବୋଚ୍ଚ ସ୍ଥାନ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏହି ସଂସ୍କରଣ ମୋଟରସାଇକେଲ ଚଳାଇବା ଏବଂ ଜୀବନଶୈଳୀ ସମ୍ପ୍ରଦାୟର ଏକ ନିଆରା ମିଶ୍ରଣ ଆଣିଥିଲା। ପଲ୍ସରମାନିଆର ମାଷ୍ଟର୍ସ ସଂସ୍କରଣ କେବଳ ପ୍ରତିଯୋଗିତା ବିଷୟରେ ନୁହେଁ, ଏହା ଏକ ନିଆରା ଅନୁଭୂତି ଥିଲା, ଯାହା ପଲ୍ସର ବ୍ରାଣ୍ଡ୍ର ଆଭିମୁଖ୍ୟକୁ ପ୍ରଦର୍ଶନ କରିଥିଲା।
ବ୍ରିଜ୍ ଉପରେ ହଠାତ୍ ଫାଟିଲା ପାନୀଳ ଜଳ ପାଇପ୍, ଆଉ ତା’ ପରେ…
ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ଥିବା ପାନୀୟଜଳ ପାଇପ୍ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…
ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ
ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…
ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ
ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…
ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…
ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…
ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ,୨୬ା୩(ଅଜିତ କୁମାର ମହାନ୍ତି): ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…
ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…
ନୂଆଦିଲ୍ଲୀ/ତେହରାନ୍,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…
ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…
ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…
ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ
କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…
Archives

