Categories: ଫୁରସତ

ଶୋଷ ହେଉଥିବା ବେଳେ ଗୁଣ୍ଡୁଚିମୂଷାକୁ ବୋତଲରେ ପାଣି ପିଆଇଲେ ବ୍ୟକ୍ତି, ଆଉ ତା ପରେ

ପ୍ରାୟତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତାରେ ଶୋଷ କରୁଥିବା ଏକ ଗୁଣ୍ଡୁଚିମୂଷାକୁ ଜଣେ ବ୍ୟକ୍ତି ବୋତଲରେ ପାଣି ପିଆଉଛନ୍ତି। ପରେ ଗୁଣ୍ଡୁଚିମୂଷା ମଧ୍ୟ ବୋତଲ ଧରି ପାଣି ପିଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହା ଅଧିକ ଭାଇରାଲ ହେବାରେ ଲାଗିଛି।

 

Share