ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ ମୃତ୍ୟୁବରଣ କରିଥିବା ଡିଏଫ୍‌ଓ ଧନରାଜ ଏଚ୍‌ଡି ସୂଚନା ଦେଇଛନ୍ତି। ଗତକାଲି ପୂର୍ବାହ୍ନ ୧୧ ଟାରୁ ଶାବକ ଜନ୍ମ ଦେବା ବେଳେ ହାତୀଟି ଯନ୍ତ୍ରଣା ପାଇବା ପରେ ଆଜି ସକାଳ ୯ଟାରେ ମୃତ ଶାବକକୁ ବାହାର କରାଯାଇଥିଲା। ଏହା ସତ୍ତ୍ୱେ ହାତୀଟି ଛିଡ଼ା ହୋଇପାରିଲା ନାହିଁ। ଫଳରେ ଆଜି ମଧ୍ୟାହ୍ନରେ ହାତୀର ଜୀବନ ଚାଲିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ନିଜ ପ୍ରେମିକାଙ୍କୁ ବିବାହ କରିବେ ଇଶାନ କିଷାନ, ବଡ଼ ଖୁଲାସା କରିଦେଲେ…

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ, ଟିମ ଇଣ୍ଡିଆର ଷ୍ଟାର…

ଟ୍ରମ୍ପଙ୍କ ଧମକକୁ ଖାତିର୍‌ କଲାନି ଇରାନ, ବଡ଼ ଚେତାବନୀ ଦେଇ କହିଲା- ଭୁଶୁଡ଼ିଯିବ…

ଓ୍ବାଶିଂଟନ୍‌,୧୦।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ ଯଦି…

ମିଳୁନି ଗ୍ୟାସ, ବନ୍ଦ ହେଲା ଶ୍ମଶାନ ଘାଟ! ଯୁଦ୍ଧକୁ ନେଇ ଉପୁଜିଲାଣି ଭୟଙ୍କର ପରିସ୍ଥିତି

ବେଙ୍ଗାଲୁରୁ,୧୦।୩: ହଠାତ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ଅଭାବ ସମଗ୍ର ଆତିଥ୍ୟ କ୍ଷେତ୍ରରେ ଚିନ୍ତା ସୃଷ୍ଟି କରିଛି। ମହାରାଷ୍ଟ୍ର ଏବଂ କର୍ନାଟକର ରେଷ୍ଟୁରାଣ୍ଟ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ…

ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ, ବାରହା ପାଇଁ…

କାମାକ୍ଷାନଗର,୧୦।୩( ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି ।…

ବାଇକରେ କରୁଥିଲେ ଗଞ୍ଜେଇ ଚାଲାଣ, ଅଚାନକ ମାଡିବସିଲା ଅବକାରୀ ପୋଲିସ, ଜବତ ହେଲା ଏତେ ଟଙ୍କାର…

ବାଲେଶ୍ୱର, ୧୦।୩: (ବାଞ୍ଛାନିଧି ଦେ): ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ ୭୫ କିଗ୍ରା…

ଗାଁରେ ବୁଲୁଛି ହାତୀ, ହଜିଗଲାଣି ଲୋକଙ୍କ ନିଦ

ପରଜଙ୍ଗ,୧୦।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଭାଲୁମୁଣ୍ଡା ଗାଁରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି। ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ିଆସୁଛି।…

ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ଅଶ୍ୱିନ ବୈଷ୍ଣବ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୩: ଓଡିଶାରେ ରେଳ ସଂଯୋଗୀକରଣକୁ ନେଇ ଏକ ଖୁସି ଖବର ଆସିଛି। କେନ୍ଦ୍ର ସରକାର ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ…

ଯୁଦ୍ଧ ମଧ୍ୟରେ ଭାରତ ନେଲା ବଡ଼ ନିଷ୍ପତ୍ତି: ଏହି ଦେଶକୁ ପଠାଇବ ଏତେ ପରିମାଣର ଡିଜେଲ, ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଅନେକ ଦେଶରେ ଇନ୍ଧନ ସଙ୍କଟ ଦେଖାଦେବା ଆରମ୍ଭ କରିଛି। ଏହି ସମୟରେ, ଭାରତ ଇନ୍ଧନ ଉପରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri